Yearly Archives

2023

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ଓଡିଶା ସରକାରଙ୍କ ଗଝଗଋ ବିଭାଗ ତରଫରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ଚକାପାଦ ବ୍ଲକର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ରର
Read More...

“ହୀରାଞ୍ଚଳ’ର ମହା ପ୍ରଭାବ, ଖବର ପ୍ରକାଶନ ପରେ ମରାମତି ହେଲା ୫୭ ନଂ ଜାତୀୟ ରାଜପଥ

ଦଶପଲ୍ଲା : ଗତ କିଛିଦିନ ତଳେ ଦୈନିକ "ହୀରାଞ୍ଚଳ'ରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସମ୍ପର୍କରେ ଖବର ପ୍ରକାଶନ ପରେ ଜାତୀୟ ରାଜପଥ ପ୍ରାଧିକରଣର ନିଦ୍ରାଭଂଗ ହୋଇଛି । ରାଜପଥର ବିଭିନ୍ନ ସ୍ଥାନରେ ଥିବା ଖାଲ ଗାଡ଼ ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଦଶପଲ୍ଲା ଠାରୁ
Read More...

 ୫-ଟି, ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନଙ୍କ ସମଲେଇ ପ୍ରକଳ୍ପ ସମୀକ୍ଷା, ଭକ୍ତ ମାନଙ୍କ ସୁବିଧା ଉପରେ ଗୁରୁତ୍ବ,

ଭୁବନେଶ୍ଵର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ  ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଥମେ ସେ ମା ସମଲେଇଙ୍କ
Read More...

ବାଙ୍କୀରେ ଦନ୍ତାହାତୀର ଉପଦ୍ରବ

କଟକ: କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଭଗିପୁର ପଞ୍ଚାୟତସ୍ଥ ଗୟଳବାଙ୍କ ଠାରେ ଏକ ଦନ୍ତାହାତୀ ଡମପଡା -ଚନ୍ଦକା ଜଙ୍ଗଲ ପଟୁ ଆସି ଚାଷୀମାନଙ୍କର ପରିବାପତ୍ର ନଷ୍ଟ କରିଥିଲା । ଫଳରେ ଚାଷୀମାନେ ଭୟଭୀତ ହୋଇପଡିଥିଲେ । ହାତୀଟି କଟକ-ବାଙ୍କୀ ମୁଖ୍ୟରାସ୍ତାର ଅନତି ଦୂରରେ ଥିବାରୁ ରାସ୍ତାରେ
Read More...

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଧାୟକ ମହମ୍ମଦ ମୋକିମ

କଟକ : ଆଜି ମଧ୍ୟାହ୍ନରେ ସ୍ଥାନୀୟ ଶ୍ରୀଶ୍ରୀ ୟୁନିଭର୍ସିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରି ୟୁନିଭର୍ସିଟିର ପରିସର ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ମୋକିମ
Read More...

ହରଭଙ୍ଗା ବ୍ଳକରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ, ବ୍ଲକକୁ ମିଳିଲା ୧୧କୋଟି

ହରଭଙ୍ଗା : ଆମ ଓଡିଶା ନବୀନ ଓଡିଶାର ଯୋଜନାରେ ଆଜି ସାମିଲ ହୋଇଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲା ପାଇଁ ୧୧୫୯ ପ୍ରକଳ୍ପ ପାଇଁ ୩୪ କୋଟି ୫୦ଲକ୍ଷ ଟଙ୍କା ଆମ ଓଡିଶା, ନବୀନ ଓଡିଶା ଯୋଜନାର ମିଳିଛି । ହରଭଙ୍ଗା ବ୍ଳକର ଚାରିଛକ ହାଇସ୍କୁଲ ପଡିଆଠାରେ ମଧ୍ୟ ବୁଧବାର ଦିନ ୧୦ଟାରେ ଆଭାସୀ ଜରିଆରେ
Read More...

ନଦୀ ଗର୍ଭରୁ ମିଳିଲା ବିରଳ ଚକ

ବାଲିଗୁଡା: ନଦୀ ଗର୍ଭରୁ ବିରଳ ଚକ ଉଦ୍ଧାର । ଏହା ଶ୍ରୀକୃଷ୍ଣଙ୍କ ରଥର ଚକ ବୋଲି କୁହାଯାଉଛି । ଗାଁ ରେ ପୂଜାର୍ଚ୍ଚନା ଚାଲିବା ସହ ଶକ୍ତିମୟୀ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ୍‌ ଅନ୍ତର୍ଗତ ମହାସିଙ୍ଗି ଗ୍ରାମ
Read More...

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆର୍ଯ୍ୟାଜିତା ନାଏକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ନିବାସୀ ଡା. ଜିତେନ୍ଦ୍ର କୁମାର ନାଏକ ଓ ଡା. ଅରୁଣା ଗାଈନଙ୍କ ଶିଶୁ କନ୍ୟା ଆର୍ଯ୍ୟାଜିତା ନାଏକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଆର୍ଯ୍ୟାଜିତା ୨୦୨୦ ମସିହା ଅକ୍ଟୋବର ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।
Read More...

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ

ପୁରୀ : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗ ଦ୍ୱାରରେ ଅନୁଷ୍ଠିତ ହୋଇଥିଲା ଶେଷ କୃତ୍ୟ । ବଡ ପୁଅ ସୁନିଲ ମହାନ୍ତି ବାପା ମହେଶ୍ୱରଙ୍କୁ ମୁଖଗ୍ନୀ ଦେଇଥିଲେ । ଏହା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ
Read More...