Monthly Archives

August 2024

ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୮୬ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ପୁରୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୁରୀ ପୌର ପରିଷଦ ପକ୍ଷରୁ ୨୮୬ ଜଣ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ସ୍ୱାୟତ୍ତ ଶାସନ…
Read More...

ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା

ଭୁବନେଶ୍ବର : ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା ଦୁଃଖ ଦାୟକ କହିଲେ ମେୟର I ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ I ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ। ମେୟରଙ୍କୁ ଡାକି ଚେୟାର ନଦେବା…
Read More...

ଧର୍ମଶାଳା କଲେଜରେ ୪୭ତମ ସ୍ଵନକ୍ଷତ୍ର ସମାରୋହ

ଧର୍ମଶାଳା : ଆଜି ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷତ୍ର ସମାରୋହରେ ମାନ୍ୟବର ଯାଜପୁର ସାଂସଦ ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କିଛି ସମୟ ଛାତ୍ରଛାତ୍ରୀ…
Read More...

ବୌଦ୍ଧରେ ନିବେଶକାରୀ ହତାଶ;ଅନ୍‌ଲାଇନ ଆପ୍‌ରେ କୋଟିକୋଟି ଟଙ୍କାର ଠକେଇ

ବୌଦ୍ଧ,୩୦/୮ (ହୀ.ପ୍ର) : ଆଜି ସଂଧ୍ୟାରେ ବୌଦ୍ଧ ସହରରେ ଅନଲାଇନ ଜୁଆ ଖେଳକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଶତାଧିକ ଲୋକ କୋଟିକୋଟି ଟଙ୍କା ହରାଇଥିବା ଚର୍ଚ୍ଚା ହେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଅଗଷ୍ଟ ୨୦ ତାରିଖ ଦିନ ବୌଦ୍ଧ ସହରର ଏକ ହୋଟେଲରେ ଅନଲାଇନ ଆପ୍‌ରେ ଟଙ୍କା ଲଗାଇବା ପାଇଁ ଏକ…
Read More...

ପ୍ୟାରିସ ପାରା ଆଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ

ପ୍ୟାରିସ : ପ୍ୟାରିସରେ ଚମକିଛନ୍ତି ଭାରତର ଦୁଇ ସୁନା ଝିଅ I ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି। ଅଲମ୍ପିକ୍ସରେ ପୁଣି ଥରେ ନିଜର ଦବଦବା ଜାହିର କରିଛନ୍ତି ଅବନୀ ଲେଖେରା । ଶୁକ୍ରବାର ଭାରତକୁ ଦୁଇ ଦୁଇଟି ପଦକ ମିଳିଛି । ୧୦ ମିଟର ବନ୍ଧୁକ ଚାଳନାରେ ଅବନୀ…
Read More...

ବିଜେପିରେ ଯୋଗ ଦେଲେ ଜେଏମଏମ ନେତା

ରାଞ୍ଚୀ: ଝାଡ଼ଖଣ୍ଡ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି। ଏଥି ପାଇଁ ରାଞ୍ଚୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡଖଣ୍ଡ ବିଜେପି ସଭାପତି…
Read More...

ବାଇକ୍ ଆରୋହୀଙ୍କୁ ଘୋଷାଡିଲା ଏସୟୁଭି କାର୍

ମୁମ୍ଵାଇ : ମହାରାଷ୍ଟ୍ରର ରାଜଧାନୀରେ ପୁଣି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଏସୟୁଭି ଚଳାଉଥିବା ଜଣେ ନାବାଳକ ଜଣେ ବାଇକ୍‌ ଚାଳକଙ୍କୁ ଘୋଷାଡି ଦେଇଛି। ଏହି ଘଟଣାରେ ପୋଲିସ୍‌ ତୁରନ୍ତ ଗାଡ଼ି ଚଳାଉଥିବା ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗୁରୁବାର…
Read More...

ଭିଜାଲାନ୍ସ ଜାଲରେ DEO ଅଫିସ୍‌ କିରାଣୀ

ବାଲେଶ୍ବର : ଆଉଜଣେ ପଡିଲେ ଭିଜାଲାନ୍ସ ଜାଲରେ I ଜାଲରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି DEO ଅଫିସ୍‌ କିରାଣୀ । DEO ଅଫିସ୍‌ରେ କିରାଣୀଙ୍କ ଘରେ ରେଡ୍। କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ…
Read More...

ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ହେବାକୁ ଯାଉଛି। ଯେଉଁଥିରେ ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିରର ବଜେଟ ଆଗତ କରାଯିବ l ସେଥିପାଇଁ ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ…
Read More...

ଗୁଜୁରାଟ ଉପରେ ପ୍ରକୃତିର ଆକ୍ରୋଶ

ବନ୍ୟା-ବର୍ଷାରେ ବୁଡ଼ାଇଲା, ଏବେ ବାତ୍ୟାର ବିପଦ ଅହମଦାବାଦ : ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପରେ ଏବେ ବାତ୍ୟାର ବିପଦ ଘନାଇଛି। ବଡ଼ ବିପଦ ମାଡ଼ି ଆସୁଥିବାର ସୂଚନା ମିଳିଛି। ବର୍ଷା ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୨୦ ହଜାର ଲୋକଙ୍କୁ ଉଦ୍ଧାର କରି…
Read More...