ପାଣିରେ ବୁଡିଲା ମେଟାକାନୀ ମନ୍ଦିର
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ପୀଠ ମାଁ ମେଟାକାନୀ ମନ୍ଦିର ଠାରେ ଜଳମୟ ହୋଇଛି। ଗତ ରାତ୍ରି ଅତି ପ୍ରବଳ ଲଗାଣ ବର୍ଷା ଯୋଗୁଁ ମନ୍ଦିର ବେଢା, ଗର୍ଭଗୃହ, ମନ୍ଦିର ପରିସର ଆଦି ସମସ୍ତ ଯାଗାରେ ପାଣି ଜମିରହିଛି। ଯାହା ଫଳରେ ପୂଜାର୍ଚ୍ଚନା ନୀତି ସମ୍ପୂର୍ଣ୍ଣ ଠପ୍!-->…
Read More...
Read More...