Monthly Archives

August 2024

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ନିଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଉପଯୁକ୍ତ ହିତାଧିକାରୀଙ୍କୁ…
Read More...

କର୍କଟ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବାକୁ “ଆଶା ଓ ଦିଶା’ର ଆକୁଳ ନିବେଦନ

ଯାଜପୁର/ଧର୍ମଶାଳା : ଯେଉଁ ବୟସରେ ବହି, ଶିଲଟ ଓ କଲମ ଧରି ସାଙ୍ଗ ସାଥୀ ମେଳରେ ସ୍କୁଲକୁ ଯିବା କଥା ସେ ବୟସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ନିଷ୍ପାପ ଶିଶୁଟି । ଯେଉଁ ବୟସରେ ସାଙ୍ଗ ସାଥୀ ମେଳରେ ଖେଳ କୁଦ କରିବା କଥା ସେ ବୟସରେ ଜୀବନଟି ତାର ବୋଝ ହୋଇଯାଇଛି । ଯେଉଁ ବୟସରେ ଦେଶ ନିର୍ମାଣର…
Read More...

ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ

ବରଗଡ : ବରଗଡ଼ ଜିଲ୍ଲାରେ ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ, ଆଜି ଘେଁସ ଗ୍ରୀଡ଼ ଅଞ୍ଚଳର ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ସ୍ମାର୍ଟ ମିଟରରେ ବିଲ ଦେବୁ ନାହିଁ କହି ନିଜନିଜ ଘରେ ବା ଜମିରେ ଲାଗିଥିବା ସ୍ମାର୍ଟ ମିଟର ଖୋଲି ଆଣି ଗ୍ରୀଡ଼ ଠାରେ ଫେରାଇ ଦେଇଛନ୍ତି ଏବଂ ସବୁ ସ୍ମାର୍ଟ…
Read More...

ନରସିଂହ ଶୁକ୍ଳାଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼ : ସ୍ବର୍ଗତ ନରସିଂହ ଶୁକ୍କାଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିହାରୀ ଯୁବକ ସଙ୍ଘ ପକ୍ଷରୁ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ବର୍ଗତ ଶୁକ୍ଳାଙ୍କ ଧର୍ମପତ୍ନୀ ମାଧୁରୀ ଶୁକ୍ଳା ଶିବିରକୁ ଉଦ୍‌ଘାଟନ କରିଥିଲେ। ବିହାରୀ ସମାଜ, ସଙ୍ଘର…
Read More...

ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

ବଲାଙ୍ଗୀର : ବଲାଙ୍ଗୀର ଭାଗୀରଥି ଛକ ଏନଏଚ ୨୬ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ପେଟ୍ରୋଲ ବୋଝେଇ ଟ୍ୟାଙ୍କର ସ୍କୁଟି ଉପରେ ମାଡ଼ି ଯିବାରୁ ଏକ ଦମ୍ପତି ମୃତ୍ୟୁ ସହ ସଙ୍ଘର୍ଷ କରୁଥିବାର ଜଣାପଡିଛି। ଉଭୟ ସଙ୍କଟାପନ୍ନ ସ୍ଥିତିରେ ଚିକିତ୍ସିତ ହେଉଛନ୍ତି। ସ୍କୁଟିରେ ଯାଉଥିବା ବେଳେ ଗାଡି…
Read More...

ରକ୍ତ ମୁଖା ପାଲଟିଲା ନାବାଳକ ପ୍ରେମିକ

ଝିଅର ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କଲା ଭୁବନେଶ୍ୱର : ଏକ ତରଫା ପ୍ରେମରୁ ଜଣେ ହତାଶ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ ଭୁବନେଶ୍ୱରରେ ଚାନ୍ଚଲ୍ୟ ସୃଷ୍ଟି କରିଛି। ଏହି ଏକତରଫା ପ୍ରେମରେ କଣ୍ଟା ସାଜିଥିବା ଝିଅର ଦାଦାଙ୍କୁ ରାସ୍ତାରୁ ହଟାଇ ଦେଇ ଫେରାର ହୋଇ ଯାଇଛି । ଖଣ୍ଡଗିରି ପୁଲିସ୍…
Read More...

ଖଡ଼ିଆଳ ଉତ୍କଳ କରାଟେ ସ୍କୁଲ ବେଲ୍ଟ ଟେଷ୍ଟ ପରୀକ୍ଷା ରେ ୧୫ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ଏବଂ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ଆୟୋଜିତ କରାଟେ ବେଲ୍ଟ ଟେଷ୍ଟ ପରୀକ୍ଷାରେ ମୋଟ ୧୫ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ଜଣାପଡିଛି I ଖଡ଼ିଆଳ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକ ଧର୍ମେଶ ମେହେର ଏବଂ ଇଣ୍ଡିଆ…
Read More...

ସିଏଚଏସଇର ରେକର୍ଡ ସପ୍ଲାୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର : ଆଉ ୪ ଦିନ ପରେ ଚାକରିରୁ ଅବସର ନେଇଥାନ୍ତେ । କିନ୍ତୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରମୁଖ ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ୩ଟି ଟିମ୍ ଏକାଦିକ୍ରମେ ଶ୍ରୀ…
Read More...

E-KYC କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ

E-KYC ଯାଞ୍ଚ ପରେ ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ I ଭୁବନେଶ୍ବର : ରାସନ କାର୍ଡ ପାଇଁ E-KYC କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ବାସୁଦେବପୁର ବିଧାୟକ ଅଶୋକ ଦାସ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ…
Read More...

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ଜନସେବା କେନ୍ଦ୍ର ପକ୍ଷରୁ ପ୍ରତି ପଞ୍ଚାୟତରେ ଗଛ ଲଗାଇବା ଏକ ବୃହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ୧୨ଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ଅଞ୍ଚଳର ପରିବେଶ ସନ୍ତୁଳନକୁ ବୃଦ୍ଧି କରିବା। ପ୍ରତି…
Read More...