Monthly Archives

August 2024

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ…

ଭୁବନେଶ୍ଵର : (୧୯/୦୮/୨୦୨୪ ) ଆଜି ରାକ୍ଷୀ ପୂର୍ଣମୀ ତଥା ପ୍ରଭୁ ବଳଭଦ୍ରଙ୍କର ଜନ୍ମନୀତି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବାହ୍ନରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ…
Read More...

ବଜାର ଆସୋସିଏସନ ଆନୁକୂଲ୍ୟରେ ଗହ୍ମା ଉତ୍ସବ ପାଳିତ

ହରଭଙ୍ଗା :ପୁଣ୍ୟ ଶ୍ରାବଣ ମାସ ପୂର୍ଣ୍ଣମାକୁ ରାକ୍ଷୀ ପୂର୍ଣ୍ଣମା ବା ଗହ୍ମା ପୂର୍ଣ୍ଣମା କୁହାଯାଏ । ପୁରାତନ କାଳରୁ ଏହି ପୂର୍ଣ୍ଣମା ଗ୍ରାମାଞ୍ଚଳ ଠାରୁ ସହର, ଦେବାଳୟ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ପକ୍ଷରୁ ପବିତ୍ର…
Read More...

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ଆକ୍ରମଣରେ ଗୁରୁତର ଜଣକ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍‌ର ହରିହର ସାହୁ ବୋଲି ଜଣାଯାଇଛି । ପୂର୍ବ ଶତ୍ରୁତାକୁ…
Read More...

ଗଜରାଜ ସଙ୍କଟରେ, ବିଦ୍ୟୁତ ତାର ନେଉଛି ଜୀବନ

ଦନ୍ତା ‘ରାମୁ' ର ମୃତ୍ୟୁକୁ ନେଇ ଆଲୋଡନଭୁବନେଶ୍ୱର : ସରକାରଙ୍କ ଦ୍ଵାରା ଗଜରାଜଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଅଥଚ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଥମୁ ନାହିଁ । ହାତୀ କରିଡ଼ର ସୁରକ୍ଷା ବି କାମ ଦେଉନାହିଁ। ସଙ୍କଟରେ ପଡ଼ିଛନ୍ତି ଗଜରାଜ। ଆଜି ଭୁବନେଶ୍ୱର ନିକଟସ୍ଥ…
Read More...

ଦେଶର ନାଁ ରଖିଲେ ହରଭଙ୍ଗା ବ୍ଲକର ପୁଅ

ହରଭଙ୍ଗା : ଚଳିତ ବର୍ଷ ଅଗଷ୍ଟ ୧୧ତାରିଖରେ ଇଣ୍ଡୋନେସିଆରେ ହୋଇଥିବା ୫୬ ତମ ଏସିଆନ ପୁରୁଷ ବଡି ବିଲଡିଂ ୭୦ କେଜି ଚାମ୍ପିଅନସିପରେ ଭାରତ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ବିଜେତା ହୋଇଛି I ଏହି ପଦକ ବିଜେତା ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରଶରା ଗ୍ରାମର ବାଦଲ ବେହେରା l…
Read More...

ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ

ଆଦରର 'ମୋହନ ଭାଇ'ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ ଭୁବନେଶ୍ୱର : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ…
Read More...

ଦେଶର ୯୫ଟି ସହରରେ ସ୍ୱଚ୍ଛ ବାୟୁ

୨୧ଟି ସହରରେ ଅଧିକ ଉନ୍ନତି; ମନ୍ତ୍ରଣାଳୟ ରିପୋର୍ଟ ନୂଆଦିଲ୍ଲୀ : ପରିବେଶ ପ୍ରଦୂଷଣ ସହ ବାୟୁ ବିଷାକ୍ତ ହେବାରେ ଲାଗିଛି l ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଭାରତରେ ଅଧିକାଂଶ ସହର ପ୍ରଦୂଷିତ। ଦିଲ୍ଲୀ ଭଳି ସହରରେ ଅଡ=ଇଭିନ ଯାନବାହନ ଚଳାଚଳ ବ୍ୟବସ୍ଥା ହେଉଛି।…
Read More...

ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ I ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ I ତେବେ ଭାଇ ଭଉଣୀର ପବିତ୍ର…
Read More...

ଫେକ୍‌ ସାର୍ଟିଫିକେଟ ବଳରେ ସିଆରପି ଚାକିରି କରିଥିବା ଅଭିଯୋଗ, ସୂଚନା ଅଧିକାର ଆଇନ ବଳରେ ମିଳିଲା ପ୍ରମାଣ

ବାଲିଗୁଡ଼ା:ଫେକ୍‌ ସାର୍ଟିଫିକେଟ ବଳରେ ସିଆରପି ଚାକିରି କରିଥିବା ଅଭିଯୋଗ । ସୂଚନା ଅଧିକାର ଆଇନ ବଳରେ ମିଳିଲା ପ୍ରମାଣ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ସୂଚନା ପ୍ରକାରେ ରାଇକିଆ ବ୍ଲକ୍‌ ଅନ୍ତର୍ଗତ ପେଟାମାହା ଗ୍ରାମର ପଦ୍ମିନୀ ନାୟକ ନାମକ ଜଣେ…
Read More...

ବିଧାୟକଙ୍କ ଓରିଏଣ୍ଟେସନ୍ ପ୍ରୋଗ୍ରାମକୁ ବୟକଟ୍

ଭୁବନେଶ୍ୱର : ହେବାକୁ ଯାଉଥିବା ଓରିଏଣ୍ଟେସନ ପ୍ରୋଗ୍ରାମରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ ଅନ୍ୟ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ। ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ ଦିଆହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା…
Read More...