Monthly Archives

August 2024

ଇସ୍ତଫା ଦେଲେ ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ମସିହା ଫେବୃୟାରୀ ମାସରେ ଦିଲ୍ଲୀ ଯାଇ କଂଗ୍ରେସରେ ଯୋଗଦେଇଥିଲେ I ଆଜି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଅଲ ଇଣ୍ଡିଆ କଂଗ୍ରେସ କମିଟିର…
Read More...

ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଁଚାଇଛନ୍ତି ଅମିତ

ଭୁବନେଶ୍ୱର : ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଆ ହକି ତାରକା ଅମିତ ରୋହିଦାସ ଆଜି (୧୬.୦୮.୨୦୨୪) ଓଡ଼ିଶା ଫେରିଛନ୍ତି। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି…
Read More...

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଲୋକସେବା ଭବନ କନଭେନ୍ସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୋଲିସ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ସଂସ୍କାର ସେବାର 94 ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ…
Read More...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ

ଓଡିଆ ଅସ୍ମିତା ଓ ସ୍ବାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ଭୁବନେଶ୍ୱର : ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବର ପ୍ରତ୍ୟେକ ଭାରତବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ…
Read More...

ସ୍ୱାଭିମାନ ଓ ଗୌରବର ପ୍ରତୀକ “ତ୍ରିରଙ୍ଗା”

ଭୁବନେଶ୍ୱର : ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଙ୍ଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ। ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ…
Read More...

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ରାହୁଲ ଗାନ୍ଧୀଙ୍କର ବକ୍ତବ୍ୟ

କୋଲକାତା : କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ନିଷ୍ଠୁର ଓ ଅମାନୁଷିକ କାର୍ଯ୍ୟ ଯେଉଁଭଳି ଭାବେ ସାମ୍ନାକୁ ଆସୁଛି ସେଥିପାଇଁ ଡାକ୍ତର ସମୁଦାୟ ଓ ମହିଳାଙ୍କ ମଧ୍ୟରେ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି। ଜଣେ ଡାକ୍ତରୀ…
Read More...

ଏସ୍‌ସିବିରେ ରୋଗୀଙ୍କ ଦୁଷ୍କର୍ମକୁ ନେଇ ଡିଏମଇଟିର ୩ଜଣିଆ କମିଟିର ତଦନ୍ତ

କଟକ : ଦୁଇ ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ପୋଷ୍ଟଡକ୍ଟରାଲ୍ ଅଧ୍ୟୟନ କରୁଥିବା ଜଣେ ବରିଷ୍ଠ ଡାକ୍ତରଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣା ପରେ MBBS ଛାତ୍ରମାନେ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ଅଭିଯୁକ୍ତ ଆହତ…
Read More...

ଆଶା-ନିରାଶାର ମାୟାଜାଲରେ ଫସି ରହିଛନ୍ତି ଭିନେଶ ଫୋଗାଟ

ନୂଆଦିଲ୍ଲୀ : ଭିନେଶଙ୍କ ଅପିଲରେ ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ସିଏଏସର ଏଡହକ୍ ଡିଭିଜନ୍ I କୋର୍ଟ ପୁଣିଥରେ ଆଉ ଏକ ନୂଆ ତାରିଖ ଘୋଷଣା କରିଛନ୍ତି I ଆଜି ୯.୩୦ରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ସୂଚନା ଅନୁଯାୟୀ, ଏହା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଯାହା…
Read More...

ନବରଙ୍ଗପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

ନବରଙ୍ଗପୁର: ସମସ୍ତ ଭାରତୀୟଙ୍କ ସ୍ୱାଭିମାନ ଏବଂ ସମ୍ମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ଗର୍ବ ଓ ସମ୍ମାନର ସହ ଆମେ ସମସ୍ତେ ନିଜ ଘରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଉଡାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଘରେ ଘରେ ତ୍ରିରଂଗା କାର୍ଯ୍ୟକ୍ରମ ଅବସରରେ ସର୍ବ ଭାରତୀୟ ସ୍ତରରେ ଗାଆଁରୁ ସହର…
Read More...

ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାରଙ୍କ ପରଲୋକ

ବରଗଡ଼ : ବିିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ୨୪ ବର୍ଷ ଧରି ମହାନାୟକ କଂସ ଭୂମିକାରେ ଅଭିନୟ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଗୋପାଳ ସାହୁ(ଏଲି)ଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ପଶ୍ଚିିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଏଲି ବରଗଡ଼…
Read More...