Monthly Archives

August 2024

ବଜ୍ରପାତରେ ଜଣେ ମୃତ, ୫ ଆହତ

ପୁରୀ : ପୁରୀରେ ସକାଳେ ହୋଇଥିଲା ପ୍ରବଳ ବର୍ଷା ଓ ବଜ୍ରପାତ । ଆଉ ପୁରୀ ଜିଲ୍ଲାର ଗୋପ ଅଂଚଳରେ ହୋଇଥିଲା ବଜ୍ରପାତ । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ଗୋପର ବାଲିଘାଇ ଠାରେ ବିଲରେ ତଳି ରୋଉଥିବା ବେଳେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ…
Read More...

ନେମାଳ ସାମ୍ବାଦିକ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମାଳିଗାଁସ୍ଥିତ ମହିମା ଗାଦି ପରିସରରେ ନେମାଳ ସାମ୍ବାଦିକ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଭୟ କୁମାର ଜେନାଙ୍କ ସଭାପତିତ୍ୱରେ ବହୁ ବରିଷ୍ଠ…
Read More...

୧୧ କେଭି ବିଦ୍ୟୁତ୍ ତାର ସ୍ତାନାନ୍ତରିତ କରିବାପାଇଁ ବିଧାୟକଙ୍କୁ ଦାବି ପତ୍ର

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗଦଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନ୍ଦାଗୁଡ଼ା ମୌଜାର ୧ ନମ୍ବର ଗ୍ରାମବାସୀବୃନ୍ଦ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗ୍ରାମବାସୀ ଦୀର୍ଘ ୧୯୮୬ ମସିହାରୁ…
Read More...

ଉଲୁଣ୍ଡାରେ ସାମୁହିକ ଔଷଧ ସେବନ ଶୁଭାରମ୍ଭ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସାମୁହିକ ଫାଇଲେରିଆ ନିରାକରଣ ଔଷଧ ସେବନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥ ଏମଡିଏ କର୍ନରରେ ଡାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ…
Read More...

ଅଧ୍ଯକ୍ଷା ସୁମନ ସିଂଙ୍କ ନୟାଗଡ଼ ଶାଖା ପରିଦର୍ଶନ

ନୟାଗଡ଼ : ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ପରିଦର୍ଶନ ଅବସରରେ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା…
Read More...

ଦୁଷ୍କର୍ମ ଅଭିଯୁକ୍ତ ବିତ୍ତିହୋତ୍ରଙ୍କ ପରଲୋକ

ଭୁବନେଶ୍ଵର : ଜର୍ମାନୀ ସହପାଠୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଚର୍ଚ୍ଚାକୁ ଆସିଥିବା ବିତ୍ତିହୋତ୍ର ମହାନ୍ତିଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ବହୁଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଜେଲ୍ ବିଭାଗର ପୂର୍ବତ୍ତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ…
Read More...

ପୁଣି ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍

ହୀରାଞ୍ଚଳ ଲାଇଭ : ପୁଣି ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରାଯାଇଛି। ଦୁଇଟି ନିର୍ବାଚନୀ ଅନିୟମିତତା ଏବଂ ମାମଲାରେ ମାନ୍ୟବର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ…
Read More...

ସମୁଦ୍ର ଉପକୂଳରେ ନୌସେନା ଦିବସ ପାଇଁ ପ୍ରସ୍ତୁତି

ପୁରୀ : ପ୍ରଭୁ ଜଗନ୍ନାଥ ମନ୍ଦିର ଅବସ୍ଥିତ ଓଡିଶାର ପବିତ୍ର ସହର ପୁରୀରେ ଆସନ୍ତା ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବକୁ ଯାଉଥିବା ନୌସେନା ଦିବସ ଉପଲକ୍ଷେ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ। ଭାରତୀୟ ନୌସେନା ଅଧିକାରି ଆଡମିରାଲ ବୀରଜ ଚୌଧୁରୀଙ୍କ…
Read More...

ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ : ଆସନ୍ତା ୧୫ ତାରିଖ ସ୍ବାଧିନତା ଦିବସ ପାଳନ ଅବସରରେ ଜନମଙ୍ଗଳ ଯୁବ ସଙ୍ଗଠନ, କୋଣାର୍କ ସ୍ପୋର୍ଟସ ଏକାଡେମି ଓ କୋଣାର୍କ ଏନ୍ଏସିର ମିଳିତ ଆନୁକୂଲ୍ୟରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ କୋଣାର୍କ ଏନ୍ଏସିର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହେବ। ଏଥିପାଇଁ ଦୁଇ ସଙ୍ଗଠନର ସମ୍ପାଦକ…
Read More...

ଅଗଷ୍ଟ ୧୨ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ : ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପୁଣି ଜୋରଦାର୍ ହୋଇଛି। ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ଅଗଷ୍ଟ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ…
Read More...