Yearly Archives

2024

ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପ୍ରାଚୀନ, ପ୍ରଥମ ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ଉଦଘାଟିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିନରେ ୨ଟି କୋଶଲି - ସମ୍ବଲପୁରୀ ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଦର୍ଶକଙ୍କ ମନ ମୋହିଛି ।
Read More...

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ

ପୁରୀ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ବସରେ ପୁରୀ ଯାତ୍ରା କରି ଖୁସି ବ୍ୟକ୍ତ କଲେ ଯାତ୍ରୀ । ଯାତ୍ରା ଆରାମଦାୟକ ରହିଥିବା ବେଳେ ଏହା ପୁରୀ ଆସୁଥିବା ଯାତ୍ରୀଙ୍କ ପାଇଁ ବେସ ଲାଭଦାୟକ ବୋଲି ଯାତ୍ରୀ ମତ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ଗୁରୁବାର
Read More...

ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସାଇବର ସୁରକ୍ଷା ସଚେତନତା ଶିବିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଶିକ୍ଷଣ ପ୍ରଦାନ କରାଯାଇଛି । ଆଜିର ଏହି କର୍ମଶାଳାରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ସଚେତନତା
Read More...

ଏଏସ୍ଓ ଚୟନ ଅନିୟମିତତା ମାମଲା, ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଏଏସ୍‌ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ଏହା ସହ କୋର୍ଟ ଉଭୟ ଏଏସଓ ଚୟନ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୩ ଡିସେମ୍ବର ୨୨ ତାରିଖରେ
Read More...

ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ

ଭୁବନେଶ୍ବର : ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ 'ନାଇଟ୍‌ ନକଚରାଲ୍‌ ଟ୍ରେଲ୍' । ରାତି ସାଢେ ୯ଟା ଯାଏଁ ସଫାରୀ ଖୋଲାରହିବା ସହିତ, ଜାରୀରହିବ ଟ୍ରାଏଲ ।ସେଥିପାଇଁ ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।
Read More...

ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ, ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ୱର: ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।ଫେବୃଆରୀ ୫ ରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ ୮
Read More...

ଜଙ୍ଗଲୀ ମାଂସ ଜବତ, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ରାଇପୁର ଗ୍ରାମରୁ ବୁଧବାର ଦିନ ରାଜେନ୍ଦ୍ର ବେହେରାଙ୍କ ଘରୁ ୨କେଜିରୁ ଉଦ୍ଧ୍ୱର୍ ଜଙ୍ଗଲୀ ବାରାହା ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମତେ ରାଇପୁର ଗ୍ରାମର ରାଜେନ୍ଦ୍ର ବେହେରା ନିଜ ଘରେ ଜଙ୍ଗଲୀ ବାରହା ମାଂସ ଆଣି ରୋଷେଇ କରିଥିବା
Read More...

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ, ମା’ମାନଙ୍କ ପାଇଁ
ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ
Read More...

ନୂଆପାଟଣାରୁ ଅଯୋଧ୍ୟା ଗଲା ରାମଲାଲଙ୍କ ଅଙ୍ଗ ବସ୍ତ୍ର

ଆଠଗଡ : ରାମଲାଲାଙ୍କ ଅଙ୍ଗବସ୍ତ୍ର ଗଲା କଟକ ଜିଲ୍ଲା ତିଗିରିଆ ନୁଆପାଟଣାରୁ । ବାନ୍ଧକଳା ପାଇଁ ନୁଆପାଟଣା ଭାରତ ପ୍ରସିଦ୍ଧ । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ପରଦିନ ଆସନ୍ତା ୨୩ ତାରିଖରେ କଟକ ଜିଲ୍ଲା ନୂଆପାଟଣାର ପ୍ରସିଦ୍ଧ ଖଣ୍ଡୁଆ ପାଟ ତାଙ୍କୁ
Read More...

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ଫୁଲବାଣୀ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଏକ ମେଗା କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ନାରୟଣୀ ଯାତ୍ରା ମଣ୍ଡପ ଠାରେ ସର୍ବସାଧାରଣଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି ।
Read More...