Yearly Archives

2024

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ରଥକୁ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଗୁଣନିଧି ନାୟକ
Read More...

ମଞ୍ଚସ୍ଥ ହେଲା ଗୀତିନାଟ୍ୟ “ଲକ୍ଷ୍ମୀ ପୁରାଣ’

ସୁବର୍ଣ୍ଣପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡେମୀ,ମାଁ କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦ,ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂଆଁ ଟାଉନହଲରେ ମଂଚସ୍ଥ ହୋଇଯାଇଛି । କବି ବୈଷ୍ଣବ ପାଣି,
Read More...

ଓଲଟିଲା ମାଲ୍‌ ବୋଝେଇ ଟ୍ରକ୍‌, ଡ଼୍ରାଇଭର ଗୁରୁତର

ଦଶପଲ୍ଲା :ଦଶପଲ୍ଲା - ଭଂଜନଗର ରାସ୍ତାର ସାକେଣୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମାଲ୍‌ ବୋଝେଇ ଟ୍ରକ । ଗାଡ଼ିଟି ବିଶାଖାପାଟଣାରୁ ଝରୁସୁଗୁଡ଼ା ଅଭିମୁଖେ ମାଲ୍‌ ଧରି ଯାଉଥିବାବେଳେ ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ
Read More...

କମିଶନରେଟ୍ ପୁଲିସ୍ କୁ ବଡ଼ ସଫଳତା, କବଜାକୁ ଆସିଲେ ଆପାର୍ଟମେଣ୍ଟ ଲୁଟେରା

ଭୁବନେଶ୍ୱର: କମିଶନରେଟ୍ ପୁଲିସ୍ କୁ ବଡ଼ ସଫଳତା । ପୁଲିସ୍ ହାତରେ ଲାଗିଛନ୍ତି ଆପାର୍ଟମେଣ୍ଟ ଲୁଟେରା । କମିଶନରେଟ୍ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଗତ କିଛିଦିନ ହେବ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ଲୁଟ୍ କରି ଆତଙ୍କ
Read More...

ବିଶାଳ ପରିକ୍ରମା ପ୍ରକଳ୍ପ ପଦଯାତ୍ରା, ସାମିଲ ହେଲେ ୧୦ହଜାର ଛାତ୍ର ଓ ଯୁବକ

ପୁରୀ : ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଆଜି ବିଶାଳ ପରିକ୍ରମା ପ୍ରକଳ୍ପ ଯାତ୍ରା କରାଯାଇଛି ।ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ହଜାର ଛାତ୍ର, ଯୁବକଙ୍କୁ ଏହି ବିଶାଳ ପଦଯାତ୍ରା
Read More...

ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ତାଲିକା ଘୋଷଣା କଲା ବିଜେପି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି । ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ
Read More...

ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହିତ

ବୌଦ୍ଧ,୧୭/୧: ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲ୍ଲା ସଂଯୋଜକ ସଂଜିବ କୁମାର
Read More...

ମହାରାଜା ହାଇସ୍କୁଲର ପୁରାତନ ଛାତ୍ରଙ୍କର ବନ୍ଧୁମିଳନ

ସୁବର୍ଣ୍ଣପୁର,୧୭/୧:- ଜୀବନର ବାସ୍ତବତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବନ୍ଧୁମିଳନ ଏକାନ୍ତ ଆବଶ୍ୟକ । ବନ୍ଧୁ ମିଳନ ପାରିବାରିକ ସଂଯୋଗକୁ ମଜବୁତ କରି ରଖେ ବୋଲି ଆଜି ମହାରାଜା ହାଇସ୍କୁଲର ୧୯୬୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି
Read More...

ମହାନଦୀ ଆଳତୀ ଘାଟରେ ଗୌରବାବୁଙ୍କ ସ୍ମୃତିଚାରଣ ସଭା

ବୌଦ୍ଧ,୧୭/୧ - ବୌଦ୍ଧଜିଲ୍ଲାର ସ୍ୱାଭିମାନୀ ମଣିଷ ଗୌରମୋହନ ମିଶ୍ରଙ୍କ ବିୟୋଗରେ ଜନସାଧାରଣଙ୍କ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍‌ ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସଚ୍ଚିଦାନନ୍ଦ ଦଲାଲ, ବିଶ୍ୱେଶ୍ୱର ପୃଷ୍ଟି, ମାଗୁଣି
Read More...

ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ

ଯାଜପୁର,୧୬/୧:- ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଞ୍ଚିି ସେମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲ୍ଳ୍‌ାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ
Read More...