Yearly Archives

2024

ଇଭିଏମ୍‌ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି,୧୬/୧:- ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍‌ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତା ଗଣ ନିଜର ମତ ସାବ୍ୟସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ସଚେତନତା କରିବ । ଏଥି ନିମନ୍ତେ ଆଜି ଗଜପତି
Read More...

ସୋନପୁର ଜୁଡୋ ଏଣ୍ଡ କରାଟେ ସ୍କୁଲର ଜାତୀୟସ୍ତରରେ ସଫଳତା

ସୁବର୍ଣ୍ଣପୁର,୧୬/୧:- ଚଳିତମାସ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାୟଗଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ମୋଟ ୨୬୯ଜଣ ପ୍ରତିଯୋଗୀ ଏବଂ ୧୦୦ଜଣ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ
Read More...

ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତିଲେଶ୍ୱର କପ୍‌ : ବି ଏସ ଏଫ ସୋନପୁର ଚାମ୍ପିୟାନ

ହରଭଙ୍ଗା୧୬/୦୧:- ଫ୍ରେଣ୍ଡଆସୋସିଏସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୨୦୨୪ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଲ ବାହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆଠାରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଜେଡି କ୍ଳବ ଫୁଲବାଣୀ ଭରସେଶ ବିଏସଏଫ କ୍ଳବ
Read More...

ବିଡ଼ିଓଙ୍କ ଅଣଦେଖା ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ନିର୍ବାଚିତ ଜନପ୍ରତିନିଧି

ନନ୍ଦାହାଣ୍ଡି ,୧୬/୧:- ନନ୍ଦାହାଣ୍ଡି ବ୍ଲକ ବିଡ଼ିଓଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ସବୁ କ୍ଷେତ୍ରରେ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ବିଡ଼ିଓଙ୍କ ଦ୍ୱାରା ସୂଚନା ପ୍ରଦାନ ନ କରିବା ଅଭିଯୋଗ କରି ଆଜି ସମସ୍ତ ଜନପ୍ରତିନିଧି ବ୍ଲକ ଘେରାଉ କରିବା ସହ ତାଲା
Read More...

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ହରଭଙ୍ଗା,୧୬/୧:- ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ବୌଦ୍ଧ କ୍ଷୁଦ୍ର ଜଳସେଚନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ପଲସା କୁଟୁଣୀ ଡ୍ୟାମରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହରଭଙ୍ଗାବ୍ଳକ ଉପାଧକ୍ଷ ସରୋଜ କୁମାର ପ୍ରଧାନ ଯୋଗ
Read More...

ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବୌଦ୍ଧକୁ ନିମନ୍ତ୍ରଣ

ବୌଦ୍ଧ,୧୬/୧:- ଆସନ୍ତା ୨୭ ତାରିଖ ଦିନ ସମଲେଇ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ସମ୍ବଲପୁରଠାରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଶ୍ରୀଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଫକୀର ମୋହନ ମାଝୀ, ପୂଜକ କୁମାର ରାୟ, ପୂଜକ ସଙ୍କୀର୍ତ୍ତନ ରାୟ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ୫-ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ପୁରୀ ଗସ୍ତରେ ଆସି ସବୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ନୀଳାଦ୍ରି ଭକ୍ତ ନିବାସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାଶ, ମାନସ
Read More...

ଶତାୟୁ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କ ପରଲୋକ

ବୌଦ୍ଧ,୧୫/୧ - ବୌଦ୍ଧ ସହରର ସମସ୍ତଙ୍କ ପ୍ରିୟ ଗୌରମୋହନ ମିଶ୍ରଙ୍କ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ତାଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବସନ୍ତବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷାଗ୍ରହଣ ସରିବା ପରେ କିଛିଦିନ ପାଇଁ ଚାକିରୀ କରିଥିଲେ କିନ୍ତୁ
Read More...

୭ ଜଣ ଡକାୟତକୁ କୋର୍ଟ ଚାଲାଣ କଲା ବେଲପଡା ପୋଲିସ

ପାଟଣାଗଡ଼, ୧୫/୧:- ଗତ ୧୧ ତାରିଖ ଦିନ ରାତିରେ ଭ୍ୟାନ ଡକାୟତି ଘଟଣାର ପ୍ରେସ ବିଜ୍ଞପ୍ତି ଦିଆଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନୁନହାଡ ଗାଁ ର ୩୦୦ ମିଟର ଦୂରରେ ଏକ ବୋଲେରୋ ଭ୍ୟାନ ଯାହାକି ଇ.କମ୍‌ ସାର୍ଭିସର ଅନ୍‌ ଲାଇନ୍‌ ସାମଗ୍ରୀ ଗୁଡ଼ିକ ବୋଝେଇ କରି ନେଉଥିବା
Read More...

ଆଜି ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଶ୍ରୀମନ୍ଦିର ଆଜି ମକର ସଂକ୍ରାନ୍ତି ନୀତି । ଶ୍ରୀଜୀଉମାନେ ଆଜି ମକର ଚୌରାଶୀ ବେଶରେ ଦର୍ଶନ ଦେବେ । ପବିତ୍ର ମକର ସଂକ୍ରାନ୍ତି ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଆଜି ମହାପ୍ରଭୁ ସ୍ୱତନ୍ତ୍ର ମକର ଚୌରାଶି ବେଶରେ
Read More...