ଭାରତ-ବାଂଲାଦେଶ ତୃତୀୟ ଟି-୨୦ ପାଇଁ ପ୍ରହଲ୍ଲାଦ ତ୍ରିପାଠୀ ପର୍ଯ୍ୟବେକ୍ଷକ ନିଯୁକ୍ତ
ନବରଙ୍ଗପୁର: ହାଇଦ୍ରାବାଦଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପର୍ଯ୍ୟବେକ୍ଷକ ଭାବରେ ମନୋନୀତ ହୋଇଛନ୍ତି ନବରଙ୍ଗପୁର କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ । ବୋର୍ଡ ଅଫ କଣ୍ଟ୍ରଲ କ୍ରିକେଟ ଫର ଇଣ୍ଡିଆ ଏହି ବିଷୟ!-->…
Read More...
Read More...