Yearly Archives

2024

୨୦୨୮ରେ ଭାରତର ଶୁକ୍ର ମିଶନ

ବେଙ୍ଗାଲୁରୁ:‘ଚନ୍ଦ୍ରୟାନ-୩’ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ‘ମିଶନ ଶୁକ୍ର’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରୋର ଏହି ବହୁ ପ୍ରତୀକ୍ଷିତ ମିଶନର ନାମ ଭେନସ ଅର୍ବିଟର ମିଶନ(ଭିଓଏମ୍‌) ରହିଥିବାବେଳେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୨୩୬ କୋଟି ଟଙ୍କାର
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀର ନୂତନ ଏସପି

ପୁରୀ: କାର୍ଯ୍ୟରେ ଯୋଗଦେବା ପୂର୍ବରୁ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୁରୀର ନୂତନ ଏସପି ବିନିତ୍ ଅଗ୍ରୱାଲ । ସନ୍ଧ୍ୟାରେ ସିଂହ ଦ୍ୱାରରେ ପହଞ୍ଚିବା ପରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ତାଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ରତ୍ନ
Read More...

ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା,ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା । ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବା ସମୟରେ ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ଯୁବକ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ଗଞ୍ଜାମ କୁକୁଡାଖଣ୍ଡିର ରାଜକିଶୋର ଶତପଥୀ ଏବଂ ଇଚ୍ଛାପୁରର
Read More...

କାର୍ଯ୍ୟରେ ଯୋଗଦେଲେ ବୌଦ୍ଧର ନୂତନ ଏସ୍‌ପି

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ଭାବେ ନାଗରାଜ ଦେବରକୋଣ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ନାଗରାଜ ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରୁଥିଲେ । ପୂର୍ବତନ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Read More...

ଶ୍ରୀମନ୍ଦିରକୁ ପ୍ରଦାନ କରାଯିବ ଅର୍ପଣ ଚାଉଳ ଅର୍ଥ

ପୁରୀ : ଗଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି । ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ବୋଲି ଯାଞ୍ଚ କାରୀଙ୍କ ସୂତ୍ରରୁ ସୂଚନା ମିଳିଛି । ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ମନ୍ଦିର କୁ ଦାନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ
Read More...

ହବିଷ୍ୟାଳୀ ବ୍ରତ ପାଇଁ ଅନଲାଇନ ମାଧ୍ୟମରେ ହେବ ଆବେଦନ

ପୁରୀ : ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ଆବେଦନ ପ୍ରକ୍ରିୟା କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ
Read More...

ପୁରୁଣାକଟକରେ ପହଞ୍ଚିଲା ଟ୍ରାଏଲ ରେଳ ଇଂଜିନ

ହରଭଙ୍ଗା : ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ତ୍ୱରାନ୍ୱିତ ଥିବା ବେଳେ ସୋମବାର ଦିନ ପୁରୁଣାକଟକ ଷ୍ଟେସନକୁ ପହଂଚିଥିଲା ରେଳ ଟ୍ରାଏଲ ଇଂଜିନ । ଏନେଇ ପୁରୁଣା କଟକ ଅଞ୍ଚଳର ଜନସାଧାରଣଙ୍କ ମନରେ ବହୁତ ଖୁସି ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ
Read More...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ବଦଳିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା। ତାଙ୍କୁ ହେଲେ ଏଡିଜି ଟ୍ରେନିଂ ଓ ବିପିଏସପିଏ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗନାମୁ ନିକଟ ଘାଟି ରାସ୍ତାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ
Read More...

ପ୍ରାକ୍ତନ କ୍ରିକେଟ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ପ୍ରାକ୍ତନ କ୍ରିକେଟ ଖେଳାଳି, ଅମ୍ପାୟାର ତଥା ସମୀକ୍ଷକ ଅଜୟ ଦାସ(ଆଲୋକ)ଙ୍କ ମହାପ୍ରୟାଣର ତ୍ରୟୋଦଶ ଦିବସରେ ଭିଆପି ରୋଡ ଚାଳିଖଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖଟିର ସଦସ୍ୟ ମାନଙ୍କ ସମେତ ବହୁ ପ୍ରାକ୍ତନ କ୍ରିକେଟ ଖେଳାଳି
Read More...