Yearly Archives

2024

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ବଦଳିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା। ତାଙ୍କୁ ହେଲେ ଏଡିଜି ଟ୍ରେନିଂ ଓ ବିପିଏସପିଏ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗନାମୁ ନିକଟ ଘାଟି ରାସ୍ତାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ
Read More...

ପ୍ରାକ୍ତନ କ୍ରିକେଟ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ପ୍ରାକ୍ତନ କ୍ରିକେଟ ଖେଳାଳି, ଅମ୍ପାୟାର ତଥା ସମୀକ୍ଷକ ଅଜୟ ଦାସ(ଆଲୋକ)ଙ୍କ ମହାପ୍ରୟାଣର ତ୍ରୟୋଦଶ ଦିବସରେ ଭିଆପି ରୋଡ ଚାଳିଖଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖଟିର ସଦସ୍ୟ ମାନଙ୍କ ସମେତ ବହୁ ପ୍ରାକ୍ତନ କ୍ରିକେଟ ଖେଳାଳି
Read More...

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ,ଚାଳକ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ବାଟାଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ବାଡେଇ ହେଲା ମୋଟରସାଇକେଲ । ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଆଖପାଖ ଲୋକେ ଘଟଣା
Read More...

ଚତୁର୍ଥ ମା’ ଭୈରବୀ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ

ହରଭଙ୍ଗା : ଭକ୍ତି ଭାବନା ଓ ସଂସ୍କୃତିର ମହା ମିଳନ ମା' ଭୈରବୀ ମହୋତ୍ସବ । ଆସନ୍ତା ନଭେମ୍ବରରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ନାମରେ ନାମିତ ମା ଭୈରବୀ ମହୋତ୍ସବ । ଏନେଇ ରବିବାର ଦିନ ପୁରୁଣାକଟକ ସ୍ଥିତ ମହୋତ୍ସବ ପଡିଆଠାରେ ମା' ଭୈରବୀ ସାଂସ୍କୃତିକ
Read More...

ବର୍ଦ୍ଧିତ ଦରମା ନେଇ ମୁଖ୍ୟ ସଚେତକଙ୍କୁ ଭେଟିଲେ ସ୍ୱଚ୍ଛସାଥୀ ସଂଘ

ବୌଦ୍ଧ: ସ୍ୱଚ୍ଛସାଥୀଙ୍କ ବର୍ଦ୍ଧିତ ଦରମା ଲାଗୁ ହେଉନାହିଁ । ବୌଦ୍ଧ ଏନଏସିର ସ୍ୱଚ୍ଛ ସାଥୀ,ସୁପରଭାଇଜର ମାନେ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି । ଗତ ୨୦୧୮ ମସିହାରୁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ସତର ଗୋଟି ୱାର୍ଡରେ ଦଶ ଜଣ ସ୍ୱଚ୍ଛ ସାଥୀ ଓ
Read More...

ବୌଦ୍ଧ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ବୌଦ୍ଧ: ସମାଜସେବା ସହିତ ସମାଜର ବିଭିନ୍ନ ଘଟଣାକୁ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକତା ବୃତ୍ତି ସର୍ବାଧିକ ପ୍ରଶଂସନୀୟ । ଆଜି ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଦଶହରା ପାଇଁ ଆଦର୍ଶ ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ

ବୌଦ୍ଧ : ଆଗାମୀ ପାର୍ବଣ ଉତ୍ସବ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଆଗାମୀ ଦଶହରା ଉତ୍ସବ ପାଇଁ ଶାନ୍ତିଶୃଙ୍ଖଳାର ସହିତ ସମାପନ ନିମନ୍ତେ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
Read More...

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଭବାନୀପାଟଣା, 28/9(ହୀ.ପ୍ର): ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣି ଜନସମୁଦାୟରେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍ୱଚ୍ଛତା ହି ସେବା ଅଭିଯାନର ଅଂଶସ୍ୱରୂପ
Read More...

ବୁର୍ଲାରେ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ

ଚିପିଲିମା, ୨୮/୯(ହି. ପ୍ର ) ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ବୁର୍ଲା ଶକ୍ତିନଗର ୬ ନମ୍ବର ୱାର୍ଡସ୍ଥିତ ଫେବର ବ୍ଲକ ଏବଂ ନବ ନିର୍ମିତ ରାସ୍ତା ଶୁଭାରମ୍ଭ , ନବନିର୍ମିତ ପାର୍କର ଉଦଘାଟନ ଏବଂ ଶୁଭାରମ୍ଭ ହୋଇଯାଇଛି I ସମ୍ବଲପୁର ମହାନଗର ଦ୍ୱାରା ଏହି ରାସ୍ତାର ନିର୍ମାଣ ପାଇଁ
Read More...