Yearly Archives

2024

୨ ଫୁଟ୍‌ ଚଉଡା ଜମିରେ ବିଳାସପୂର୍ଣ୍ଣ କୋଠା

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଘରର ଭିଡ଼ିଓ। ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘର। ଦେଖିଲେ ବିଶ୍ବାସ କରିପାରିବେନି। ୨ ଫୁଟ୍‌ ଚଉଡ଼ା ଜମିରେ ଘର ନିର୍ମାଣ କଲେ ଜଣେ ବ୍ୟକ୍ତି। ଆପଣ ଅନେକ ପ୍ରକାର ଘର ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘର ଦେଖାଇବୁ ଯାହାକୁ ଦେଖିଲେ ଆପଣ
Read More...

ଜାଲ୍‌ ନୋଟ୍‌ କାରବାର ପଛରେ ଓଡ଼ିଶା ମାଷ୍ଟରମାଇଣ୍ଡ

ମଦ୍ରାସାରେ ଜାଲ୍‌ ନୋଟ୍‌ କାରବାର। ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ଜାଲ୍‌ ନୋଟ୍। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ : ଜାଲ୍‌ ନୋଟ୍‌ କାରବାର ପଛରେ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ଜଣାପଡିଛି I ମଦ୍ରାସାରେ ଛପା ଯାଉଥିଲା ଜାଲ୍‌ ନୋଟ୍‌ । ଅଚାନକ ରେଡ୍ ପରେ
Read More...

ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲେ ୪ ଭାରତୀୟ

ଆମରେିକା : ଆମରେିକା ଟେକ୍ସାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ସମେତ ୪ ଜଣ ଭାରତୀୟ ରହଛନ୍ତି । ଏସୟୁଭି କାରରେ ନିଆଁ ଲାଗିବା ଯୋଗୁଁ ସମସ୍ତଙ୍କ ଶରୀର ଜଳିଯାଇଛି । ମୃତକଙ୍କ ପରିଚୟ ମିଳିପାରୁ ନାହିଁ । ଡିଏନଏ
Read More...

ମହାନଦୀକୁ ଡ଼େଇଁଥିବା ଦୁଇ ଯୁବକ ନିଖୋଜ

କଟକ : ପୁଣି ମହିନଦୀକୁ ଡ଼େଇଁ ନିଖୋଜ। ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକ ମହାନଦୀକୁ ଡ଼େଇଁଥିବା ବେଳେ ରାତିରେ ଆଉ ଜଣେ ସମାନ ପଦକ୍ଷେପ ଉଠାଇଛନ୍ତି। ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଥିଲେ ବି ନିଖୋଜ ଯୁବକଦ୍ୱୟଙ୍କ ପତ୍ତା ମିଳି ପାରିନି। କଟକ ମଧୁସୁଦନ ସେତୁ ଉପରୁ ନଦୀକୁ ଡ଼େଇଁ ନିଖୋଜ ହୋଇ
Read More...

କେବେ ଓ କେଉଁ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍, ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ। ଏହି ମ୍ୟାଚ୍‌ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ। ତେବେ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍-୨୦୨୫ର ଫାଇନାଲ ମ୍ୟାଚ୍‌ର ତାରିଖ ଓ ଭେନ୍ୟୁ ଘୋଷଣା
Read More...

ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

ପଶ୍ଚିମବଙ୍ଗ : ୮ ଦିନିଆ ରିମାଣ୍ଡରେ ସନ୍ଦୀପ ଘୋଷ I ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଇଛି ସିବିଆଇ I ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର
Read More...

୬ଜଣଙ୍କୁ ଘାଇଲା କଲା ଶୃଗାଳ

ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଲେ ଉତ୍ତରପ୍ରଦେଶର : ବାଘ, ଚିତାବାଘ, ଗଧିଆ ଭଳି ବନ୍ୟଜନ୍ତୁଙ୍କ ଆତଙ୍କ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଲାଗି ରହିଛି। ଏହି ଭିତରେ ହମିରପୁରରେ ଶୃଗାଳ ଆକ୍ରମଣରେ ଗୋଟିଏ
Read More...

କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ

ନିର୍ମାଣର ୬ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ I ନିର୍ମାଣ ହେଲା ହେଲେ ପାଣି ମାଡ଼ି ପାରିଲା ନାହିଁ ଜମିକୁ। ଦେବଗଡ : ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ରାଇତାବାହଳ ପଞ୍ଚାୟତ ଖଣ୍ଡାମ ଗ୍ରାମରେ ୬ବର୍ଷ ପୂର୍ବରୁ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ ବର୍ତ୍ତମାନ
Read More...

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେଏସ୍‌ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା

ପୁରୀ : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେଏସ୍‌ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ବଡ଼ ସଫଳତା । ଗତ ମାସ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତିନି ଦିନ ଧରି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ
Read More...

ବାଘଛାଲ ସହ ହରିଣ ଶିଙ୍ଗ ଜବତ, ତିନି ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଞ୍ଜ ବନବିଭାଗକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ତିନି ଅଭିଯୁକ୍ତ । ଗତ ରବିବାର ଦିନ ୩:୩୫ ମିନଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ଏସିଏଫ
Read More...