Yearly Archives

2024

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ସଦର ମହକୁମା ପ୍ରଦକ୍ଷିଣ ଗୃହ ଠାରେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ପରିଚାଳନାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ
Read More...

ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରବିନ୍ଦ୍ର ମଣ୍ଡପଠାରେ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର
Read More...

୭ ବର୍ଷର ବିଶ୍ୱରାଜ୍‌କୁ ହତ୍ୟା କରିଥିବା ସ୍ୱୀକାର କଲେ ଦୁଇ ନାବାଳକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ ୭ ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀର ମୃତଦେହକୁ ଗତମାସ ୩୦ ତାରିଖ ସନ୍ଧ୍ୟାରେ ପିପଲପାଲି ଗ୍ରାମର ଏକ ପରିିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ କଣ୍ଟାମାଳ
Read More...

ଅଙ୍ଗଦାନ ଦିବସରେ ବ୍ୟାପକ ସଚେତନତା ,୬ ରେ ଅନୁଷ୍ଠିତ ହେବ ଶରୀର ଓ ଅଙ୍ଗଦାନ ମହୋତ୍ସବ

ଧର୍ମଶାଳା ,03/08/24 ଅଙ୍ଗଦାନ ଏବେ ସାରା ଦେଶ ରେ ଏକ ନୂଆ ସମ୍ଭାବନା ଓ ଏହାର ସଚେତନତା ପାଇଁ ସବୁ ମହଲରେ ଆରମ୍ଭ ହୋଇଛି ପ୍ରୟାସ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କବାଟବନ୍ଧ ଓ ସଚେତନ ନାଗରିକ ମଞ୍ଚ ଯାଜପୁର ର ମିଳିତ ପ୍ରୟାସ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ପାଳିତ ହୋଇଛି ଜାତୀୟ
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ନୀତି

ଆଜି ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଆଜି ମହାପ୍ରଭୁଙ୍କୁ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବ । ପ୍ରଥମ ଭୋଗମଣ୍ଡପ ଶେଷ
Read More...

ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା

ଭୁବନେଶ୍ୱର : ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା । ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା । ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା । ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଉଡ଼ିବ ଇଣ୍ଡିଗୋ ବିମାନ । ଭୁବନେଶ୍ୱରରୁ ବାଗଡୋଗରା
Read More...

ଜିଲ୍ଲାସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ପାଳିତ

ଦେବଗଡ଼ : ସ୍ଥାନୀୟ ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଠାରେ ହାକାଥନ କାର୍ଯ୍ୟକ୍ରମ ଉଦଘାଟନ ଓ ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡତିୟା ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସୋସିଏଟ ପ୍ରଫେସର୍ ଓ ଗବେଷକ
Read More...

ଲଘୁ ଖଣିଜ ଉପରେ ଲାଗୁନି ରୋକ

ହରଭଙ୍ଗା : ମହାନଦୀ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି। ହରଭଙ୍ଗା ତହସିଲ ଅଞ୍ଚଳରେ ଚାଲିଛି ଲଘୁ ଖଣିଜ ଲୁଣ୍ଠନ। ମହାନଦୀ କୂଳେ କୂଳେ ଗଢି ଉଠୁଛି ବେଆଇନ ବାଲି ଡ଼ିପୋ। ଜାଣି ଅଜଣା ସାଜିଛି ଲଘୁଖଣିଜ ବିଭାଗ । ସରକାର ସବୁବେଳେ ଲଘୁ ଖଣିଜ ଉପରେ କୋଟି କୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି l
Read More...

ପୁରୀ ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ଶୋଭାଯାତ୍ରା

ପୁରୀ : ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ପୁନଃ ଥଇଥାନ ଓ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ବିଶାଳ ଶୋଭାଯାତ୍ରା କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ବଡଦାଣ୍ଡ ଦେଇ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
Read More...

କ୍ୟାପିଟାଲ ହସ୍ପିଟାଲର ଆଧୁନିକୀକରଣ କରାଯିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି (୨ ଅଗଷ୍ଟ ୨୦୨୪) ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା
Read More...