Yearly Archives

2024

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଥର ଗ୍ରାମର ବାସିନ୍ଦା ଚମ୍ପେଶ୍ଵର ବେହେରାଙ୍କର ବୟସ ୪୭ ବର୍ଷ I ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିବାର ସୂଚନା ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଟେ ଥିବା ଶୌଚାଳୟକୁ ଶୌଚ ହେବା
Read More...

ଜୀବନ ଜୀବିକା ଯୋଗାଇଛି ମହୁନାଡ଼

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବର୍ତ୍ତମାନ ମହୁନାଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁନାଡ଼ ବନ୍ଧ, ପୋଖରୀ, ସାଗରରୁ ମହିଳା ମାନେ ସଂଗ୍ରହ କରି ବଜାରକୁ ବିକ୍ରିବଟା ସକାଶେ ଆଣିଥାନ୍ତି। ବିଡା ୧୦ ଟଙ୍କା ୨୦ଟଙ୍କାରେ ଏହି ମହୁନାଡ଼କୁ ବିକ୍ରି କରିଥାନ୍ତି।
Read More...

ବ୍ଲକ କାର୍ଯ୍ୟାଳୟରେ ପଶି ଗୁଣ୍ଡାଗରଦୀ

ବାରକୋଟ : ବାରକୋଟ ବ୍ଲକରେ କାର୍ଯ୍ୟରତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ମାଝିଙ୍କୁ ଗତକାଲି ବ୍ଲକ କାର୍ଯ୍ୟାଳୟରେ ବାରକୋଟ ବ୍ଲକର ଅଧ୍ୟକ୍ଷାଙ୍କ ସ୍ବାମୀ ଅସଦାଚରଣ କରିବା ସହିତ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ବାରକୋଟ
Read More...

ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା ୨୦୧୬ ଅନ୍ତର୍ଗତ ଅଧ୍ୟାୟ ୧୩ ସ୍ୱତନ୍ତ୍ର ଅଦାଲତ ଓ ଅଧ୍ୟାୟ 16 ଅପରାଧ ଜୋରିମାନା ସମ୍ପର୍କିତ ଏକ ସ୍ୱତନ୍ତ୍ର ସଚେତନତା
Read More...

ପାଗଳା କୁକୁର କାମୁଡ଼ାରେ ଆହତ

ବିଜେପୁର : ସ୍ବଚ୍ଛ ଭାରତ ଅଭିଯାନର ଅନ୍ୟ ଏକ ଉଦାହରଣ କହିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁର ଦିବ୍ଯାଙ୍ଗ ବିଲମ ଭୋଇଙ୍କୁ ବୁଝାଏ। ସେ କିଛି କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନାହିଁ। କେବଳ ଠରାନରାରେ ସେ ସବୁକିଛି ବୁଝି ଯାଆନ୍ତି। ସେ ମଇଳା
Read More...

ବରଗଡ଼ରେ ଚାଷୀ ଆତ୍ମହତ୍ୟା

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକର କେନ୍ଦୁଗୁଡ଼ିଆ ଗ୍ରାମର ୨୪ବର୍ଷୀୟ ଚାଷୀ ନିଜ ଖେତରେ ବିଷ ପି ଆତ୍ମହତ୍ୟା କରିଛନ୍ତି I ମୃତ ଚାଷୀ ଜଣକ ୨୪ ବର୍ଷୀୟ ସାମନ୍ତ ଭୁଏ ହୋଇଥିବା ସୂଚନା ମିଳିଛି I ତେବେ ଏନେଇ ତାଙ୍କୁ ବରଗଡ଼ ଟାଉନ ହସ୍ପିଟାଲ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି
Read More...

ଲକ୍ଷ ଲକ୍ଷ ଟଙ୍କାର ପଥପ୍ରାନ୍ତ ସୁବିଧା କେନ୍ଦ୍ର

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ୱପ୍ନେରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ଆଜିବି ଠିକସେ ଲୋକଙ୍କ କାମରେ ଆସୁନି l ୨0୧ ୮ରୁ କାମ ହୋଇ ୨0୨୪ ସରିବାକୁ ବସିଲାଣି ତଥାପି କାମରେ ଆସୁନି ପଥପ୍ରାନ୍ତ
Read More...

କୃଷି ବିଭାଗ ତତ୍ପର ସାର କୀଟ ନାଶକ ଓ ବିହନର କଳା ବଜାର ରୋକିବାକୁ

ବରଗଡ : ଚଳିତ ଖରିଫ ଚାଷ ପାଇଁ ଆବଶ୍ୟକ ବିଭିନ୍ନ କୃଷି ସାମଗ୍ରୀ ତଥା ରାସାୟନିକ ସାର, କୀଟ ନାଶକ ଓ ବିହନର କଳା ବଜାର ରୋକିବା ପାଇଁ ବରଗଡ ଜିଲ୍ଲା କୃଷି ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରି ମାନେ ସେମାନଙ୍କର ଚିରା ଚରିତ ଯାଞ୍ଚ
Read More...

ବରଗଡ଼ ସାଇମନ୍ଦିର ବ୍ରିଜରେ ଜୋର ଦୁର୍ଘଟଣା

ବରଗଡ଼ : ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ୧ .୩0 ସମୟରେ ବରଗଡ଼ ସାଇ ମନ୍ଦିର ବ୍ରିଜରେ ବାଇକ, କାର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି | ବାଇକକୁ ଧକ୍କା ଦେଲା କାର ଓ କାରକୁ ଧକ୍କା ଦେଲା ଟ୍ରକ I ତେବେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି I ବାଇକ ଚାଳକ ଗୁରୁତର ଆହତ ହୋଇଥିବା
Read More...

ମାରୱାଡି ମହିଳା ସମିତିର ଦିବ୍ୟାଙ୍ଗ ଶିବିର

ବରଗଡ଼ : ଅଖିଳ ଭାରତୀୟ ମାରୱାରୀ ମହିଳା ସମ୍ମିଳନ ବରଗଡ ଶାଖା ଏବଂ ଆଞ୍ଚଳିକ ପୁନର୍ବାସ ଏବଂ ଅନୁସନ୍ଧାନ କେନ୍ଦ୍ର (RRRC) ରାଉରକେଲାର ମିଳିତ ସହଯୋଗରେ କେନ୍ଦ୍ରୀୟ ଏଡ଼ିଆଇପି ଯୋଜନା ଅଧୀନରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା |  ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ
Read More...