Yearly Archives

2024

ରତ୍ନସିଂହାସନକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ : ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ I ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ସରିବା ପରେ ଅନ୍ୟାନ୍ୟ ନୀତି ଚାଲୁରହିଛି I ତିନି ଠାକୁରଙ୍କୁ ରଥରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କର ଭିଡ଼ ସକାଳୁ ସକାଳୁ ଦେଖିବାକୁ
Read More...

ପିଇବା ପାଣିଟାଙ୍କି ଲାଗିଛି ନୂତନ ରାସ୍ତା କାର୍ଯ୍ୟରେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା-କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ର ନୂତନ ରାସ୍ତା କାର୍ଯ୍ୟରେ କ୍ଷେମାଲୋଏ ଗ୍ରାମପଞ୍ଚାୟତ ର ପିଇବା ପାଣିଟାଙ୍କି ଠିକା କାର୍ଯ୍ୟ ରେ ନିୟୋଜିତ ହେଇଥିବା ଦେଖିବାକୁ ମିଳିଛି।ଯାହା ଫଳରେ ପିଇବା ପାଣି ବହୁ ଅସୁବିଧାର ସମୁଖିନ ହେଉଛନ୍ତି
Read More...

ଚାରିଟେବୁଲ ର ପରିବେଶ ବୀମା ଶୁଭାରମ୍ଭ

କେନ୍ଦ୍ରାପଡ଼ା : ଶ୍ରୀକ୍ଷେତ୍ର ଧାମ ପୁରୀ ରୁ "ପରିବେଶ ବୀମା" ର ଶୁଭାରମ୍ଭ କରିଛି କେନ୍ଦ୍ରାପଡ଼ା ର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ I ପବିତ୍ର ରଥଯାତ୍ରା ଅବସର ରେ ଶ୍ରୀକ୍ଷେତ୍ର ଧାମ ପୁରୀ ରୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ "ପରିବେଶ ବୀମା" ଅଭିଜାନ ର ଶୁଭାରମ୍ଭ ହୋଇଛି
Read More...

ଶିକ୍ଷା ବିଭାଗରେ କନିଷ୍ଠ ସହାୟକ ମାନଙ୍କ ସ୍ୱାଗତ ସମାରୋହ

ବରଗଡ଼ : ବୁଧବାର ଦିନ ସକାଳ ୧୧.୦୦ ଘଟିକା ସମୟରେ ବରଗଡ଼ ଜିଲ୍ଲାର ଶିକ୍ଷା ବିଭାଗରେ ନୂତନ ଭାବରେ ଯୋଗଦାନ କରିଥିବା କନିଷ୍ଠ ସହାୟକ ମାନଙ୍କ ଏକ ସ୍ୱାଗତ ସମାରୋହ ଜର୍ଜ ହାଇସ୍କୁଲ ବରଗଡ଼ ସଭା କୋଠରୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼ ଜିଲ୍ଲାର ଅମଳା ସଂଘର ସଭାପତି ତଥା ଅବସରପ୍ରାପ୍ତ
Read More...

ରଥ ଉପରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

କେଉଁଝର,୧୭/୭- ବିଶ୍ୱର ସର୍ବୋଚ୍ଚ଼ ରଥରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ସର୍ବୋଚ୍ଚ ନନ୍ଦିଘୋଷ ରଥରେ ଆଜି ସୁନାବେଶରେ ସଜ୍ଜିତ ହୋଇ ଶ୍ରୀଜୀଉମାନେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀଜୀଉମାନଙ୍କର ଏହି
Read More...

ବୌଦ୍ଧ: ସୁନାବେଶରେ ହଜାରହଜାର ଶ୍ରଦ୍ଧାଳୁଙ୍କୁୁ ଦର୍ଶନଦେଲେ ଶ୍ରୀଜୀଉ

ବୌଦ୍ଧ,୧୭/୭:- ଆଜି ମହାପ୍ରଭୁଙ୍କ ଦିବ୍ୟ ବେଶ ସୁନାବେଶକୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଅପରାହ୍ନରେ ବୌଦ୍ଧସ୍ଥିତ ରଥଖଳାରେ ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ
Read More...

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ,୧୫ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ସେଥିପାଇଁ ଆଜି ସକାଳୁ ସକାଳୁ
Read More...

ବିଦେଶୀ ମଦ ଅଧିକ ମୂଲ୍ୟରେ ବିକ୍ରି ବିରୁଦ୍ଧରେ ଅଭିଯୋଗ

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରହିଥିବା ବିଭିନ୍ନ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି | ଗ୍ରାହକ ବିଲ୍ ମାଗିଲେ ଦୀଆ ଯାଉନାହିଁ। ଯଦି ବା କିଛି ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ସେଥ୍‌ରେ ଧାର୍ଯ୍ୟ
Read More...

ନିଷ୍କାସନ ହୋଇ ପାରୁନି ନର୍ଦମା ପାଣି

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳରେ ପାରଳା ରାଜ ପରିବାର ପକ୍ଷରୁ ବିଭିନ୍ନ କେନାଲ ଓ ଡ୍ରେନେଜ ମାନ ନିର୍ମାଣ କରାଯାଇଥିଲା I ପର୍ଯ୍ୟାୟ କ୍ରମେ ପ୍ରଶାସନିକ ଅବହେଳା ଯୋଗୁଁ କିଛି କେନାଲରେ ଅନାବନା ଗଛ ଉଠିଲାଣି ତ ଆଉ କିଛି କେନାଲରେ ଆବର୍ଜନା
Read More...

ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳିରେ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ତବ୍ୟ

କେନ୍ଦ୍ରାପଡ଼ା : ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ
Read More...