Yearly Archives

2024

ଅଭିନନ୍ଦନ ଓ ସମ୍ବର୍ଦ୍ଧନାର ସଭା

କେନ୍ଦ୍ରାପଡ଼ା : ଚବିଶ ବର୍ଷର ବିଜେଡି ସରକାରକୁ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ କରି ଶାସନ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି I ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜେପି ଖୁବ ଭଲ ପଦର୍ଶନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ କେବଳ ସାଂସଦ ପ୍ରାର୍ଥୀ ଓ ମହାକଳପଡା ବିଧାୟକ
Read More...

ଦୂରଦୃଷ୍ଟି ଅଭାବରୁ ଫେଲ୍‌ ମାରିଛି ବସୁଧା ଯୋଜନା

ଦେବଗଡ ବାରକୋଟ : ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଦେବଗଡ
Read More...

ବ୍ରତୋପନୟନ ର ୩ଦିନ ପରେ ନବବଟୁଙ୍କ ମୃତ୍ୟୁ

ସମ୍ବଲପୁର : ଟ୍ରାକ୍ଟର ଧକ୍କାରେ ନବବଟୁ ଆରୁଷଙ୍କ ମୃତ୍ୟୁ, ଅଞ୍ଚଳବାସୀ କ୍ଷୁବ୍ଧ I ସମ୍ବଲପୁର ଗୋପାଳମାଳ ଅଞ୍ଚଳର ସୁଧୀର ଚାନ୍ଦଙ୍କ ଏକମାତ୍ର ପୁଅ ଅଂଶ ଓରଫ ଆରୁଷ (୧୩)ଙ୍କ ଗତ ଶୁକ୍ରବାର କେତେ ହସଖୁସିରେ ଶୁଭ ବ୍ରତୋପନୟନ ହୋଇଥିବାବେଳେ,ସୋମବାର ମାମୁଁଘର ବୁର୍ଲାଥାନା କଳାମାଟିକୁ
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି, କନ୍ଧମାଳର ଡି ଏସ ଡବ୍ଲ୍ୟୁ ଓ
Read More...

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ : ସଦର ମହକୁମା ଫୁଲବାଣୀ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ କନ୍ଧମାଳର ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ଆଲୋଚନା କରାଯାଇଛି। ଫୁଲବାଣୀ ସ୍ଥିତ ସାରତାଗୁଡ଼ା ନିକଟ ପିଲା ସ।ଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କର ନିର୍ମାଣ ପାଇଁ
Read More...

ରାଜା ମାର୍କେଟର କର୍ମକର୍ତ୍ତା ଚୟନ

ଫୁଲବାଣୀ : ନାମକରଣ ଅନୁଯାୟୀ କାର୍ଯ୍ୟ କଲେ ସମସ୍ତଙ୍କ ମୁଖରେ ପ୍ରସଂଶା ଭାଜନ ହୋଇଥାନ୍ତି l ଫୁଲବାଣୀ ସହରର ମାର୍କେଟ ମାନଙ୍କ ମଧ୍ୟରେ ରାଜା ମାର୍କେଟ ଅନ୍ୟତମ l ନା ଯେପରି ରାଜା, ମାର୍କେଟର କାମ ମଧ୍ଯ ସେପର, ରାଜାଙ୍କ ପରି l ସେହି ମାର୍କେଟ ସବୁବେଳେ ସବୁସମୟରେ ପ୍ରତ୍ୟେକ ପର୍ବପର୍ବାଣୀରେ
Read More...

୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ

ଭୁବନେଶ୍ୱର:ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୋର୍ଡ ୱେବସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ଆଜି ମାଧ୍ୟମକି ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.inକୁ ଯାଇ
Read More...

ଯୁକ୍ତ୨ ନାମଲେଖା: ୨୦ରେ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ପାଇଁ ଗତ ୧୨ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ତାରିଖରେ ପ୍ରକାଶ ପାଇବ। ଏ ନେଇ ମଙ୍ଗଳବାର ବିଦ୍ୟାଳୟ
Read More...

ମହରମ ଉପଲକ୍ଷେ ଶାନ୍ତି କମିଟି ବୈଠକ

ଚମ୍ପୁଆ,୧୬ା୭: ଚମ୍ପୁଆ ଥାନା ସଭା ଗୃହ ଠାରେ ଏସଡିପିଓ ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ମହରମ ପର୍ବ ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ ଚେୟାରମ୍ୟାନ ଗିରିଜା ଶଙ୍କର ସାହୁ ଯୋଗ ଦେଇଥିବା ବେଳେ ଥାନା ଅଧିକାରଣୀ ଦେବକୀ
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତରପଶ୍ଚିମ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ଘଡ଼ଘଡ଼ି ସହିତ
Read More...