ବନ ବିଭାଗ ଦ୍ୱାରା କୂଅରୁ ଉଦ୍ଧାର ହେଲା ଛୁଆହାତୀ
ଦେବଗଡ: ବନ ବିଭାଗ ପକ୍ଷରୁ ଆଜି ଗୋଟେ ଛୁଆହାତୀକୁ ହଳଦିଆଖୋଲ ଗ୍ରାମଠାରେ ଥିବା ଗୋଟେ କୂଅରୁ ଉଦ୍ଧାର କରାଯାଇଛି । ୧୪ ଟିକିଆ ହାତୀପଲ ରିଆମଳ ବନାଞ୍ଚଳ ଅଧୀନରେ ଥିବା କୁଣ୍ଢେଇଗୋଳା ବିଭାଗର ହଳଦିଆଖୋଲ ଗ୍ରାମରେ ଚଳାଚଳ କରୁଥିଲେ, ଏଥି ମଧ୍ୟରୁ ଗୋଟେ ଛୁଆ ହାତୀଟି ଗୋଟେ କୂଅରେ ଖସିଯାଇଥିଲା ।!-->…
Read More...
Read More...