Monthly Archives

November 2025

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୨ରେ ଲଘୁଚାପରେ ହୋଇପାରେ ପରିଣତ

ଭୁବନେଶ୍ବର : ବଙ୍ଗୋପସାଗରରେସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ୨୪ ତାରିଖରେ ନେଇପାରେ ଅବପାତର ରୂପ । ପାଣିପାଗ ବିଭାଗର ଆକଳନ ଅଧିକ ଘନୀଭୂତ ହେବାକୁ ପାଗ ଅନୁକୂଳ ରହିଛି । ଏନେଇ
Read More...

ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ
Read More...

ଦିନିକିଆ ସିରିଜ ଖେଳିବେନି ହାର୍ଦ୍ଦିକ ଓ ବୁମରାହ, ସାମ୍ନାକୁ ଆସିଲା ହୃଦୟ ବିଦାରକ କାରଣ

ଗୌହାଟୀ: ଜଙ୍ଘ ଆଘାତରୁ ସୁସ୍ଥ ହେଉଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତା ବର୍ଷ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ନଭେମ୍ବର 30 ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଏକଦିବସୀୟ ସିରିଜରେ ଖେଳିବାର ସମ୍ଭାବନା କମ୍। ସେ ବର୍ତ୍ତମାନ ପାଇଁ ଟି-୨୦ ଫର୍ମାଟରେ ଧ୍ୟାନ ଦେବେ
Read More...

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦ୍‌ଘାତ ; ନିଜେ ଚାଲିଗଲେ, ବଞ୍ଚାଇଲେ ୨୫ ଯାତ୍ରୀଙ୍କ ଜୀବନ

ମାଲକାନଗିରି: ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦ୍‌ଘାତ ହୋଇଛି। ନିଜେ ଚାଲିଗଲେ ମଧ୍ୟ ସେ ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍‌ର ଡ୍ରାଇଭର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ସେ
Read More...

ଚିପ୍ସ ପ୍ୟାକେଟ ନେଲା ୪ ବର୍ଷ ଶିଶୁର ଜୀବନ

ଫୁଲବାଣୀ: ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅତି ସୌଖିନ ଖାଦ୍ୟ ପାଲଟିଛି ଚିପ୍ସ ସମ୍ବନ୍ଧୀୟ ଖାଦ୍ୟ l ପିଲାମାନେ ସକାଳୁ ଉଠି ନିତ୍ୟକର୍ମ ସାରି ପାଠ ପଢି ବାହାରିଲା ମାତ୍ରକେ ବିଭିନ୍ନ ନାମରେ ଥିବା ଜରି ପ୍ୟାକେଟ ଚିପ୍ସ ଧରି ଖାଇ ଖାଇ ଟିଉସନ ଏବଂ ସ୍କୁଲକୁ ଯାଉଥିବା
Read More...

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ
Read More...

ମୁଖ୍ୟମନ୍ତ୍ରୀ ଭାବେ୧୦ମ ଥର ପାଇଁ ଶପଥ ନେଲେ ନୀତୀଶ

ପାଟନା-ଆଜି ବିହାରରେ ୧୦ମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଶପଥ ଉତ୍ସବରେ ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ନୀତିଶ କୁମାରଙ୍କ ସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା
Read More...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ବି ଦାୟିତ୍ୱ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ
Read More...

ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ନିର୍ବାଚିତ

ପାଟନା- ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏନଡିଏ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ନିର୍ବାଚିତ ହେବ ପରେ ବିଜେପି ବିଧାୟକ ଦଳର ନେତା ଭାବେ ସମ୍ରାଟ ଚୌଧୁରୀ ଓ ଉପନେତା ଭାବେ ବିଜଯ ସିହ୍ନା ନିର୍ବାଚିତ ହୋଇଛନ୍ତି । ସେଇଭଳି ସମ୍ରାଟ ଚୌଧୁରୀ ଓ
Read More...

ବିଶ୍ୱବ୍ୟାପୀ ୧୧୪ ନିୟୁତ ପିଲା ଉଚ୍ଚ ରକ୍ତଚାପରେ ପ୍ରଭାବିତ, ଜାଣନ୍ତୁ ଏହାର କାରଣ ଓ ପ୍ରତିରୋଧ

ଏହି ଶତାବ୍ଦୀ ଆରମ୍ଭରୁ ପିଲାମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପର ପ୍ରଚଳନ ଦ୍ୱିଗୁଣିତ ହୋଇଛି। ଅନେକ ପିଲା ସ୍ପଷ୍ଟ ଲକ୍ଷଣ ଦେଖାନ୍ତି ନାହିଁ, ଯାହା ଫଳରେ ଅବସ୍ଥା ଧୀରେ ଧୀରେ ଖରାପ ହୋଇଯାଏ। କିଶୋରାବସ୍ଥାରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ସେମାନେ ହୃଦୟ, କିଡନୀ ଏବଂ ଷ୍ଟ୍ରୋକ୍ ଭଳି ଗମ୍ଭୀର
Read More...