Yearly Archives

2025

ବକ୍ସ ଅଫିସରେ ରାଜ୍ କରୁଛି ଅକ୍ଷୟ କୁମାରଙ୍କ ‘ହାଉସଫୁଲ୍ -୫’

୬ ଜୁନ୍ ୨୦୨୫ରେ ସିଲଭର ସ୍କ୍ରିନରେ ଆସିଥିବା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ 'ହାଉସଫୁଲ୍ -୫' ସୋମବାର ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛି, କାରଣ ଏହି କମେଡି ଥ୍ରୀଲର୍ ଫିଲ୍ମ ଚତୁର୍ଥ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି। ତଥାପି, ଅନ୍ୟପକ୍ଷରେ, ୫ ଜୁନ୍, ୨୦୨୫ରେ ମୁକ୍ତିଲାଭ
Read More...

ପଟିଦିଅଁ ପ୍ରସ୍ତୁତିରେ ବ୍ୟସ୍ତ ଚିତ୍ରକାର ସେବାୟତ

ପୁରୀ- ଆସନ୍ତାକାଲି ଦେବ ସ୍ନାନପୂର୍ଣ୍ଣିମା । ଅଣସରକୁ ବିଜେ କରିବେ ଠାକୁର । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ। ଏଥିପାଇଁ ଚିତ୍ରକାର ସେବକ ମାନଙ୍କ ଦ୍ଵାରା ଆରମ୍ଭ ହୋଇଛି ପଟି ଦିଅଁ ପ୍ରସ୍ତୁତି । ଇତି ମଧ୍ୟରେ ପଟି ପ୍ରସ୍ତୁତି ହୋଇସାରିଥିବା ବେଳେ ସେଥିରେ ପାରଂ ପରିକ
Read More...

ମହାପ୍ରଭୁଙ୍କ ହାତୀବେଶ ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ-ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ଅଗଣିତ ଭକ୍ତମାନଙ୍କୁ ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଗଜାନନ ବେଶ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ବେଶ ପ୍ରସ୍ତୁତିରେ ସେବକ ନିମଗ୍ନ ଅଛନ୍ତି । ଦରଜି ସେବକଙ୍କ ଏଥିରେ ପ୍ରମୁଖ ଭୂମିକା ରହିଛି । ଚିତ୍ରକର ସେବକ
Read More...

୧୨ରୁ ବଦଳିବ ପାଗ, ୧୪ରୁ ଛେଚିବ

ଭୁବନେଶ୍ୱର:ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପରଠାରୁ ରାଜ୍ୟ ପାଗରେ ପରିବର୍ତ୍ତନ ହେବା
Read More...

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଜିଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାର୍‌ କରିଛି। କରୋନାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ବାରମ୍ବାର କହୁଥିବା ବେଳେ ଲଗାତର ଭାବେ ରାଜ୍ୟରୁ କରୋନା
Read More...

ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଦଶପଲ୍ଲା : ମହୁ ଭାଙ୍ଗିବା ପାଇଁ ଜଙ୍ଗଲକୁ ଯାଇଥିଲେ। ହେଲେ ମହୁମାଛିଙ୍କ ଆକ୍ରମଣରେ ଟଳି ପଡ଼ିଲେ ବୃଦ୍ଧ । ବାଣିଗୋଛା ଥାନା ଅଧୀନସ୍ଥ ଚଡ଼େୟାପଲ୍ଲୀ ପଞ୍ଚାୟତ ଓସାମସ୍କା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅନ୍ୟପକ୍ଷରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଭିନ୍ନ କଥା ମଧ୍ୟ ଚର୍ଚ୍ଚା ହୁଛି।
Read More...

ପୁରୀ ନରେନ୍ଦ୍ର କୋଣ ନିକଟରେ ଅଗ୍ନିକାଣ୍ଡ

ପୁରୀ-ପୁରୀ ନରେନ୍ଦ୍ର କୋଣ ନିକଟରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ଖାଦ୍ୟ ବିକ୍ରି ହେଉଥିବା ଠେଲା ଗାଡିଟି ସଂପୂର୍ଣ୍ଣ ଜଳିଯାଇଛି l ଠେଲା ଗାଡିରେ ଖାଦ୍ୟ ବିକ୍ରି କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା l ଯାହାଫଳରେ ଉକ୍ତ ଠେଲା ଗାଡି ସହିତ ଏକ ସେଲୁନ ମଧ୍ୟ ଜଳିଯାଇଛି l
Read More...

ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କଲେ ପୁଲିସ ଡିଜି

ଭୁବନେଶ୍ବର- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟ
Read More...

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ମହାସଂଘ। ୬ ଦଫା ଦାବି ପୂରଣ ନହେଲେ ବନ୍ଦ ହେବ ଚକ ଅଖ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ।  ମଞ୍ଚ ପକ୍ଷରୁ କୁହାଯାଇଛି ଆସନ୍ତା ଜୁଲାଇ ମାସରେ ୬ ଦଫା ଦାବି ନେଇ
Read More...

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ, ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମ କଲେ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ
Read More...