ଏଣିକି ଆଦିବାସୀଙ୍କ ଜମି କିଣିବେ ସରକାର
ଭୁବନେଶ୍ୱର,୨୨ା୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍ଶୀଘ୍ର କର୍ପସ ଫଣ୍ଡ୍ ଗଠନ କରିବେ। ରାଜସ୍ବ ବିଭାଗ ଅତିରିକ୍ତ!-->…
Read More...
Read More...