Yearly Archives

2025

ସ୍ଥଗିତ ରହିଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର- ସ୍ଥଗିତ ରହିଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ । ଜୁନ ୨୩ରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି । ସଅଳ ମୌସୁମୀ ଆସୁଥିବାରୁ ବର୍ଷା ଆଶଂକାରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର:ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ଣ ୪ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
Read More...

ଗୁମୁଡା ଵଂଶଧାରା ସେତୁ ଉପରେ ଅଜଣା ଗାଡି ଧକ୍କାରେ ତିନି ଜଣ ଯୁବକଙ୍କ ମୃତ୍ୟୁ

ଗୁଣପୁର :-ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ ଉପରେ ବିଳମ୍ବିତ ରାତି ରେ ଏକ ଅଜଣା ଗାଡି ଧକ୍କାରେ ୩ ଜଣ ଯୁବକର ମୃତ ଘଟିଛି। ପଦ୍ମପୁର ମେଡିକାଲରେ ଦୁଇ ଜଣକ ମୃତ ଦେହ ରହିଥିବା ବେଳେ ଗୁରୁତର ଅବସ୍ଥାରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ନେବା ସମୟରେ ବାଳକୃଷ୍ଣ
Read More...

ପିତା ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ସେ
Read More...

ସାତକୋଶିଆରେ ୨୯ ଟି ସୁସ୍ଥ ଘଡ଼ିଆଳ ଶାବକ ଜନ୍ମ

ହରଭଙ୍ଗା :.ବୌଦ୍ଧ ଜିଲ୍ଲା ମହାନଦୀ ସାତକୋଶିଆ ଅଭୟାରଣ୍ୟ ଗଣ୍ଡ କୁସଙ୍ଗ ରେଞ୍ଜ ରେ ଘଡିଆଳ ଶାବକ ଜନ୍ମ। ୨୯ ଅଣ୍ଡାରୁ ସମସ୍ତ ସୁସ୍ଥ ଶାବକ ହୋଇଛନ୍ତି ଜନ୍ମ l ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ସୁରକ୍ଷିତ ଭାବେ ରହିଛନ୍ତି ସମସ୍ତ ନବ ଜନ୍ମିତ ଘଡ଼ିଆଳ ଶାବକ । ଗତ ମାର୍ଚ୍ଚ ମାସରେ 29ଗୋଟି
Read More...

ଚଳିତବର୍ଷ ରାଜ୍ୟରେ ହେବ କଲେଜ ନିର୍ବାଚନ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ।
Read More...

ଧୋନୀଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଆଇପିଏଲ ୨୦୨୫ ରେ ରାଜସ୍ଥାନ ରୟାଲ୍ସର ଯାତ୍ରା ଶେଷ ହୋଇଛି । ଦଳ ତା’ର ଶେଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଶୋଚନୀୟ ଭାବେ ପରାସ୍ତ କରିଛି । ଏହି ମ୍ୟାଚରେ ମଧ୍ୟ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଦଳ ପାଇଁ ବ୍ୟାଟିଂ କରିବା ସମୟରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ।
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ; ୧୮୦ ଦିନର ମାତୃତ୍ୱ ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା

ଭୁବନେଶ୍ୱର: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି।କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି।
Read More...

ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା

କଟକ : ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ । ୬ଟି ବିଷୟରେ ହେବାକୁ ଥିବା ଏହି ପରୀକ୍ଷା ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ
Read More...

ସୁରକ୍ଷାବାହିନୀକୁ ବଡ଼ ସଫଳତା,ଯବାନଙ୍କ ଗୁଳିରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିହତ

ଭୁବନେଶ୍ଵର, :  ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ଦମନ ଅପରେସନ୍। ସୁରକ୍ଷାବାହିନୀକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ଟଳିଲା ୧ କୋଟି ଟଙ୍କାର ମୁଣ୍ଡ। ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିହତ। ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ୍ ନିପାତ ହୋଇଥିବା ସୂଚନା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ
Read More...