ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନକୁ ବିରୋଧ, ଗ୍ରାମସଭା ମହାସଂଘର ଜାତୀୟ ରାଜପଥ ଅବରୋଧ
କୋକସରା : ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଜାଣିଶୁଣି ଉଲଙ୍ଘନ ଓ ଜଙ୍ଗଲ ବିଭାଗର ମନମୁଖୀ କାର୍ଯ୍ୟ ଏବଂ ଗ୍ରାମସଭାର କେନ୍ଦୁପତ୍ର ବୋଝେଇ ଟ୍ରକକୁ ବେଆଇନ ଭାବେ ଜବତ କରିଥିବା ପ୍ରତିବାଦରେ ଶୁକ୍ରବାର ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି କନ୍ଦାଗଡ଼ ଛକଠାରେ ରାସ୍ତା ଅବରୋଧ କରାଯାଇଛି।!-->…
Read More...
Read More...