Yearly Archives

2025

କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ଚାଲିବ ହାଇ-ଟେକ୍ ଇଲେକ୍ଟ୍ରିକ ବସ୍

ଭୁବନେଶ୍ୱର: ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷପ ଦ୍ୱାରା
Read More...

ଆସନ୍ତାକାଲିଠାରୁ ତିନିଦିନ “ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ” ଏବଂ “ଭାରତ ସଂସ୍କୃତ…

ପୁରୀ: ଶୁକ୍ରବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ "ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ" ଏବଂ "ଭାରତ ସଂସ୍କୃତ ଯାତ୍ରା" କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ଫେଷ୍ଟିଭାଲ୍ ଅଫ୍ ଆର୍ଟ ଆଣ୍ଡ କଲଚର ଆଣ୍ଡ ଭାରତ
Read More...

ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱେର: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଅନ୍ୟ କେହି ନାମାଙ୍କନ କରିନଥିବାରୁ ୧୯ରେ ସଭାପତି
Read More...

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କଟାଗଲା ଫାଶିଗଛ,୩ ବର୍ଷ ହେବ ପୂଜାର୍ଚ୍ଚନା ହୋଇ ପଡ଼ିରହିଥିଲା

ଗଣିଆ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କାହିଁ କେଉଁ କାଳରୁ ଦଶପଲ୍ଲା ବନାଞ୍ଚଳରୁ ରଥକାଠ ରଥଖଳାକୁ ପଠାଯାଇଥାଏ । ରଥ ପାଇଁ ଆବଶ୍ୟକ ଫାଶି, ଅସନ, ଧଉରା ଆଦି କାଠ ଦଶପଲ୍ଲା ବନାଞ୍ଚଳର ବିଭିନ୍ନ ଜଙ୍ଗଲରୁ ଚିହ୍ନଟ କରାଯାଇ ରଖାଯାଇଥାଏ । ପରେ ଗଣିଆ ବଡମୂଳରେ ଥିବା ମା ବଡରାଉଳଙ୍କ ପୀଠରେ
Read More...

ଫୁଲବାଣୀରେ ଜାଳେଣି ଗ୍ୟାସ୍ କଳାବଜାରୀ ରୋକିବାକୁ ଧରପଗଡ, ଜନବସତି ଅଂଚଳର ଘରେ ଗଚ୍ଛିତ ୪୯ଟି ସିଲିଣ୍ଡର ଜବତ

ଫୁଲବାଣୀ୧୬। ୪ : ଫୁଲବାଣୀ ରେ ଜାଳେଣି ଗ୍ୟାସ୍ ସିଲିଣ୍ଡର କଳା ବଜାରି ଜୋରସୋରରେ ଚାଲିଛି। ଗ୍ୟାସ୍ ଏଜେନ୍ସି ମାନଙ୍କ ପାଖରୁ ସିଲିଣ୍ଡର ଆଣି ନିଜ ଘରେ ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଜଣେ କଳା ବଜାରି ର ଘରେ ତଲାସି କରି ୪୯ ଟି ସିଲିଣ୍ଡର ଜବତ କରିଛି ଜିଲ୍ଲା ଖାଉଟି ଜୋଗାଣ
Read More...

ସାରା ଭାରତବର୍ଷରେ ଅନନ୍ୟ ମହାବୀର କ୍ଷେତ୍ର ଦଶପଲ୍ଲାର ରାବଣ ପୂଜନ ପରଂପରା

ଦଶପଲ୍ଲା : -ସାରା ବିଶ୍ବରେ ପରମ ପିତୃଭକ୍ତ,ସୂର୍ଯ୍ୟବଂଶ ଅବତଂଶ ,ମର୍ଯ୍ୟାଦା ପୁରୁଷୋତ୍ତମ ,ଦଶରଥ ନନ୍ଦନ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କୁ ରାମାୟଣର ମହା ନାୟକ ଭାବରେ ଅବହିତ କରାଯାଇଥିବାବେଳେ, ବିଶ୍ରବା ନନ୍ଦନ,ଲଂକପତି ରାବଣକୁ ଖଳ ନାୟକ ଭାବରେ ଚିତ୍ରଣ କରାଯାଇଛି । ସାରା ଭାରତ ବର୍ଷରେ ପ୍ରଭୂ
Read More...

ବାପା ହେଲେ ଜାହିର ଖାନ

ମୁମ୍ବାଇ: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୁଅର ଦୁଇଟି ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି। ସାଗରିକା-ଜାହିରଙ୍କ ଦ୍ୱାରା
Read More...

ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, 8 ଟି ସ୍ଥାନରେ ଚାଲିଛି ରେଡ୍

ଆଠମଲ୍ଲିକ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚାଢ଼ାଉ କରିଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମୋଟ ୯ଟି ଜାଗାରେ ଚାଲିଛି ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ
Read More...

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ :ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ
Read More...

ବିଜେଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ବର : ୧୮ଟି ଜିଲ୍ଲା ପାଇଁ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ଅନୁଗୁଳ ଜିଲ୍ଲା ପାଇଁ ବ୍ରଜକିଶୋର ପ୍ରଧାନଙ୍କୁ ସଭାପତି କରାଯାଇଛି। ପୁରୀରେ ଉମା ସାମନ୍ତରାୟ, ବରଗଡ଼ରେ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ବାଇଁ, ବୌଦ୍ଧରେ
Read More...