ହରଭଙ୍ଗା ବ୍ଲକରେ ପ୍ରଥମ କିସ୍ତିରେ ନୂତନ ସ୍ୱାସ୍ଥ୍ୟକାର୍ଡ ପାଇବେ ୩୯୩୮ଜଣ ହିତାଧିକାରୀ
ହରଭଙ୍ଗା :ବଦଳିଲା ସ୍ୱାସ୍ଥ୍ୟ କାର୍ଡ । ଆସନ୍ତା ୧୧ ତାରିଖରେ ଶୁଭାରମ୍ଭ ହେବାକୁ ଯାଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଦୁଇ ଦୁଇଟି ଲୋକାଭିମୁଖୀ ଯୋଜନା ଲାଭ ପାଇବେ ଓଡିଶା ବାସୀ । ଏନେଇ ସରକାରଙ୍କ!-->…
Read More...
Read More...