Yearly Archives

2025

ହ୍ୟୁମାନ ସାଗରଙ୍କୁ ଭେଟିଲେ ପତ୍ନୀ ଶ୍ରେୟା ମିଶ୍ର

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କୁ ଭେଟିଲେ ପତ୍ନୀ ଶ୍ରେୟା ମିଶ୍ର । ଆଇସିୟୁରେ ପହଞ୍ଚି ହ୍ୟୁମାନଙ୍କୁ ଦେଖା କଲେ । ଏନେଇ ତାଙ୍କ ମାମୁ ଗଗନ ବାଗ୍ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏମ୍‌ସ ନିର୍ଦ୍ଦେଶକ ହ୍ୟୁମାନ ସାଗରଙ୍କ ନିକଟରେ ପହଞ୍ଚି
Read More...

ନୂଆପଡାରେ ଫୁଟିଲା ପଦ୍ମ, ତୃତୀୟ ସ୍ଥାନରେ ବିଜେଡି

ନୂଆପଡା-ନୂଆପଡା ଉପ ନିର୍ବାଚନାରେ ବିଜେପିର ବଡ ବିଜୟ ହୋଇଛି । ଦଳର ପ୍ରାର୍ଥୀ ଜୟ ଢୋଲକିଆ ରେକର୍ଡ ଭୋଟ୍ ମାର୍ଜିନରେ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ଢୋଲକିଆ 123869 ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ 38408 ଭୋଟ ପାଇ ତୃତୀୟ ସ୍ଥାନରେ
Read More...

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ
Read More...

159ରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍, ଭାରତର ବ୍ୟାଟିଂ ଆରମ୍ଭ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।ପ୍ରଥମ ଦିନର ଖେଳରେ, ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ 159 ରନରେ ସୀମିତ ରହିଥିଲା। ଦ୍ରୁତ ବୋଲର
Read More...

ନୀତିଶ-ମୋଦୀ ଯୋଡ଼ି ‘ସୁପରହିଟ୍’, ବିହାରର ମହାଯୁଦ୍ଧରେ ଏନଡିଏ ଜିତିଲା !

ପାଟନା। ୨୦୨୫ ବିହାର ବିଧାନସଭା ନିର୍ବାଚନର ଟ୍ରେଣ୍ଡ ପରବର୍ତ୍ତୀ ସରକାର ପାଇଁ ପଥ ସଫା କରିଛି। ବିହାରରେ ନିରଙ୍କୁଶ ବହୁମତ ସହିତ NDA ସରକାର ଗଠନ କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି। NDA 196 ଆସନରେ ଆଗୁଆ ଅଛି। ଟ୍ରେଣ୍ଡଗୁଡ଼ିକ ମହାଗଠବନ୍ଧନ (MGA) ପାଇଁ ଖରାପ ପ୍ରଦର୍ଶନକୁ
Read More...

ଆସିଲା ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ଏହି ବଡ କଥା

ଭୁବନେଶ୍ୱର : ନୂଆପଡ଼ାରେ ବିଜେପିର ଦମ୍‌ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ । ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୪ ତମ ଗଣତି
Read More...

ନୂଆପଡାରେ ଫୁଟିବ ପଦ୍ମ ! ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଟକ୍କର

ଭୁବନେଶ୍ୱର : ବିଜୟ ଦୌଡ଼ରେ ଆଗରେ ଜୟ ଢ଼ୋଲକିଆ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୫୦ ହଜାରରୁ ଅଧିକ ଭୋଟ । ଦଶମ ରାଉଣ୍ଡରେ ୫୦୩୩୩ ଭୋଟ ସହ ସେ ଆଗୁଆ ଅଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ୧୭୧୦୧ ସହ ସେହ୍ନାଙ୍ଗିନୀ ଛୁରିଆ ଦ୍ୱିତୀୟ ରାଉଣ୍ଡରେ ଅଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସ
Read More...

ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି ଓ ଦାରିଙ୍ଗିବାଡ଼ି

ଭୁବନେଶ୍ବର : କ୍ରମାଗତ ଏକ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି ଓ ଦାରିଙ୍ଗିବାଡ଼ି। ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ରାସ୍ତା କଡରେ ବସି ବିକ୍ରି କରୁଥିବା ଛୋଟ ବ୍ୟବସାୟୀମାନେ ଅଧୂକ ଅସୁବିଧାରେ
Read More...

ତେଜସ୍ୱୀ ଯାଦବ ପଛୁଆ, ତେଜ ପ୍ରତାପଙ୍କ ହାଲବେହାଲ; ବିଜେପି ସବୁଠାରୁ ବଡ଼ ଦଳ

ନୂଆଦିଲ୍ଲୀ: 2025 ବିହାର ବିଧାନସଭା ନିର୍ବାଚନରେ ​​ବିପୁଳ ମତଦାନ ପରେ, ଆଜି ଫଳାଫଳ ଘୋଷଣା କରାଯିବ, ଯାହା ସ୍ପଷ୍ଟ କରିବ ଯେ ବିହାରରେ କିଏ ସରକାର ଗଠନ କରିବ। ଭୋଟ ଗଣତି ଚାଲିଛି। ଟ୍ରେଣ୍ଡ ସୂଚାଇ ଦେଉଛି ଯେ NDA ବହୁମତ ହାସଲ କରୁଛି। ବିହାର ବିଧାନସଭାରେ ମୋଟ 243 ଆସନ ଅଛି, ଏବଂ ସରକାର
Read More...

ବଡ଼ ବିଜୟ ଅଭିମୁଖେ ଜୟ ଢ଼ୋଲକିଆ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍‌ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସପ୍ତମ ରାଉଣ୍ଡ୍ ଶେଷ ସୁଦ୍ଧା
Read More...