ରୋହିତଙ୍କ ନାମରେ ରେକର୍ଡ ବର୍ଷା
ନୂଆଦିଲ୍ଲୀ: ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ମ୍ୟାଚ୍ରେ ରୋହିତ ଅଷ୍ଟ୍ରେଲିଆରେ ଦିନିକିଆରେ ୧୦୦୦ ରନ୍ ପୂରଣ କରିଥିବା ପ୍ରଥମ କ୍ରିକେଟର ହୋଇଥିଲେ। ୩୮ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଏହି!-->…
Read More...
Read More...