ଜେଲରୁ କଏଦୀ ଚମ୍ପଟ ଘଟଣା: ଦୁଇ ୱାର୍ଡର ନିଲମ୍ବିତ
କଟକ-କଟକ ଚୌଦ୍ୱାର ଜେଲରୁ ଦୁଇ ଜଣ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । ଅଲଗା ଅଲଗା ସେଲରେ ଥିଲେ ଦୁଇ ଜଣ କଏଦୀ । ହେଲେ ଆରିରେ ରଡ୍ କାଟି କିପରି ବାହାରକୁ ପଳାଇଲେ ତାହାକୁ ନେଇ!-->…
Read More...
Read More...