Yearly Archives

2025

ମିଗ୍-୨୧କୁ ବିଦାୟ: ରାଜନାଥ ସିଂହ କହିଲେ ଏହା କେବଳ ଏକ ବିମାନ ନୁହେଁ, ଏହା ଭାରତର ବୀରତ୍ୱର ଇତିହାସ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନା (IAF) ପ୍ରାୟ ଷାଠିଏ ବର୍ଷର ସେବା ପରେ ଶୁକ୍ରବାର ଏହାର ପ୍ରତୀକାତ୍ମକ ମିଗ୍-୨୧ ଲଢ଼ୁଆ ବିମାନକୁ ଅବସର ଦେଇଛି। ଚଣ୍ଡିଗଡ଼ରେ ଆୟୋଜିତ ଏକ ବିଦାୟୀ ସମାରୋହରେଏହା ଶେଷ ଉଡ଼ାଣ କରିଥିଲା, ଯାହା ଭାରତୀୟ ସାମରିକ ବିମାନ ଚଳାଚଳରେ ଏକ ଯୁଗର ଅନ୍ତ ଘଟାଇଥିଲା।
Read More...

ନୂଆ ଦଳ ଗଢିଲେ ତେଜ ପ୍ରତାପ, କହିଲେ ଏହି ବଡ କଥା

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ସେ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ (ପୂର୍ବ ଟୁଇଟର) ରେ ଏକ ପୋଷ୍ଟରେ ଏହି ସୂଚନା ଶେୟାର କରିଛନ୍ତି। ତେଜ ପ୍ରତାପ ଯାଦବ ତାଙ୍କ ଦଳର ନାମ
Read More...

ପ୍ରଥମ ଥର ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହା ପରେ ଏପର୍ଯ୍ୟନ୍ତ ଏସିଆ କପର ୧୭ଟି ସିଜିନ୍ ଅନୁଷ୍ଠିତ ହୋଇସାରିଛି। ୧୯୮୪ ରୁ ୨୦୨୫ ମଧ୍ୟରେ ୪୧ ବର୍ଷର ବ୍ୟବଧାନ ରହିଛି। କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏହି ମର୍ଯ୍ୟାଦାଜନକ
Read More...

3 ଦିନ ପ୍ରବଳ ଛେଚିବ, ଓଡିଶା ପାଇଁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଓ୍ୱେଲ ମାର୍କ ଲୋ ପ୍ରେସର୍‌ ତଥା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ୨୪ ଘଣ୍ଟାରେ ନେବ ଅବପାତ ରୂପ। ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ
Read More...

ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା, ଆସନ୍ତାକାଲିଠୁ ଲାଗୁ ହେବ

ଭୁବନେଶ୍ୱର: ଦୁର୍ଗାପୂଜା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କରିପାରିବ ନାହିଁ। ୨୭ ତାରିଖରୁ ଅକ୍ଟୋର ୨ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି
Read More...

ଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କରୁଣଙ୍କ କଟିଲା ପତ୍ତା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ଅକ୍ଟୋବର 2 ରେ ଖେଳାଯିବାକୁ ଅଛି। ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର 10 ରେ ଖେଳାଯିବାକୁ ଅଛି। ଏହା ପୂର୍ବରୁ, BCCI ଭାରତୀୟ ଟେଷ୍ଟ ଦଳ
Read More...

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତ ଏ ଓ ଇରାନୀ କପ୍ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ A ବିପକ୍ଷ ODI ସିରିଜ୍ ପାଇଁ ଭାରତ A ଦଳ ଘୋଷଣା କରିଛି। ଇରାନୀ କପ୍ ପାଇଁ ଅବଶିଷ୍ଟ ଭାରତ ଦଳ ମଧ୍ୟ ଘୋଷଣା କରାଯାଇଛି।ଏହା ସହିତ, ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଭାରତ A ଦଳର ଅଧିନାୟକ ନିଯୁକ୍ତ
Read More...

ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ତୁଷାରକାନ୍ତ ଯାଞ୍ଚ ରିପୋର୍ଟ ସପକ୍ଷରେ ଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ
Read More...

ସୁନ୍ଦରଗଡ ଜିଲ୍ଲାରେ ବଡ ଦୁର୍ଘଟଣା, 5ଜଣଙ୍କର ମୃତ୍ୟୁ

ବଣାଇ : ବସ୍ -ଟ୍ରକ୍ ମଧ୍ୟରେ ଧକ୍କା । ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା
Read More...

ବେନେଜୁଏଲାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ବେନେଜୁଏଲାରେ ଭୂକମ୍ପ ଝଟକା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ରାଜଧାନୀ କାରାକାସରୁ ପ୍ରାୟ ୬୦୦ କିଲୋମିଟର ପଶ୍ଚିମରେ ଜୁଲିଆ ପ୍ରଦେଶର ମେନେ ଗ୍ରାଣ୍ଡେ ସହରରୁ ପ୍ରାୟ ୨୪ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
Read More...