ଦୁର୍ଗାପୂଜା ପୂର୍ବରୁ କୋଲକାତାରେ ପ୍ରବଳ ବର୍ଷା, 7 ମୃତ
କୋଲକାତ: ସୋମବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସହରରେ ପାଞ୍ଚ ଜଣଙ୍କ ମୃତ୍ୟୁ ସହ ଆଉ ୨ ଜଣଙ୍କୁ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି।ପ୍ରବଳ!-->…
Read More...
Read More...