ଦୁଇ ବସ୍ ମୁହାଁମୁହିଁ ଧକ୍କା; ୬ ଜଣଙ୍କର ମୃତ୍ୟୁ, ୨୮ ଜଣ ଆହତ
ନୂଆଦିଲ୍ଲୀ: ତାମିଲନାଡୁର ଟେନକାସି ଜିଲ୍ଲାରେ ଦୁଇଟି ଘରୋଇ ବସ୍ ମଧ୍ୟରେ ଭୟଙ୍କର ଭାବେ ଧକ୍କା ହୋଇଛି । ଏହି ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ଏବଂ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଦୁର୍ଘଟଣାଟି ଦ୍ରୁତ ଗତି ଏବଂ ଡ୍ରାଇଭରଙ୍କ ଅବହେଳା ଯୋଗୁଁ!-->…
Read More...
Read More...