Yearly Archives

2025

ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ

ଗଣିଆ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ପାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚନ ବେହେରାଙ୍କ ନିର୍ଦ୍ଦେଶରେ ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାଶ, ଅବସରପ୍ରାପ୍ତ ବନପାଳ ତଥା ଗଣକ ପ୍ରଫୁଲ୍ଲ କୁମାର ଦାଶ,ମା ବଡରାଉଳଙ୍କ ପୁରୋହିତ ପ୍ରଶନ୍ନ କୁମାର ଦାଶଙ୍କ
Read More...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ- ବିହାର ନିର୍ବାଚନରେ ଏନ୍ ଡି ଏ ବିପୁଳ ସଫଳତା ପାଇ ସରକାର ଗଠନ କରିଚି। ଏହି ଅବସରରେ ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ପୁରୀରେ ପହଁଚିବା ପରେ ଅଠରନଳା ଠାରୁ ତାଙ୍କୁ ବିରାଟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରରେ
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ,ପ୍ରୋଟୋକଲ ଦର୍ଶନ ପାଇଁ ଆସିବ ସ୍ୱତନ୍ତ୍ର ଏସଓପି

ପୁରୀ-ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। କାଠ ରାମ୍ପ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବିତ କରିବ ନାହିଁ
Read More...

ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍‌ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ
Read More...

ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ

ମାଲକାନଗିରି : ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ୧୦ କେଜିର IED ଠାବ ପରେ ନିଷ୍କ୍ରିୟ କଲା ବମ୍‌ସ୍କ୍ୱାଡ୍ । ଛତିଶଗଡ଼ ବିଜାପୁର ଭୈରମଗଡ଼ ଜଙ୍ଗଲରେ IED ଖଞ୍ଜିଥିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି IED ଖଞ୍ଜିଥିଲେ ମାଓବାଦୀ ।  ସୂଚନା ଥାଉକି,
Read More...

ପୁରୀରେ ଜୁନିୟର ହକି ବିଶ୍ୱକପ ଟ୍ରଫି

ପୁରୀ- ପୁରୀରେ ଏଫ୍.ଆଇ.ଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ଟ୍ରଫି। ଶ୍ରୀମନ୍ଦିର ସମ୍ମୁଖରେ ଟ୍ରଫି ପ୍ରଦର୍ଶନ ସହ ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ଉନ୍ମୋଚିତ ହୋଇଛି। ଆସନ୍ତା 28 ତାରିଖରୁ ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ତାମିଲନାଡୁରେ ଅନୁଷ୍ଠିତ ହେବ ଏଫ୍.ଆଇ.ଏଚ୍ ହକି ପୁରୁଷ
Read More...

ଶ୍ରେୟସ ଆୟରଙ୍କ ଆଘାତ ସମ୍ପର୍କରେ ଆସିଲା ଅପଡେଟ୍: ଜାଣନ୍ତୁ କେବେ ପଡ଼ିଆକୁ ଫେରିବେ

ନୂଆଦିଲ୍ଲୀ -ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ଆହତ ହୋଇଥିବା ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନକୁ ସମସ୍ତେ ଅପେକ୍ଷା କରିଛନ୍ତି। ସେ ଏକଦିବସୀୟ ଦଳର ଉପ-ଅଧିନାୟକ, ଏବଂ ଦଳକୁ ତାଙ୍କର ଆବଶ୍ୟକତା ଅଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ଦକ୍ଷିଣ
Read More...

ଦିଲ୍ଲୀ ପ୍ରଦୂଷଣ ପାଇଁ ବଡ ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ଏବଂ ଡିସେମ୍ବର ପାଇଁ ଦିଲ୍ଲୀର ସ୍କୁଲ ଏବଂ କଲେଜରେ ସମସ୍ତ କ୍ରୀଡା କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରଦୂଷଣ
Read More...

ଶସ୍ତାରେ ଘର ବିକ୍ରି କରିବେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ
Read More...

ପୁରୀ ପୋଲିସର ବଡ଼ ସଫଳତା, 10 ଡକାୟତ ଗିରଫ

ପୁରୀ-ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା। ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗର 10 ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ତିନୋଟି ମାଗାଜିନ୍ ସହିତ
Read More...