ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଇଂଲଣ୍ଡ ଘୋଷଣା କଲା ପ୍ଲେଇଙ୍ଗ୍ ଇଲେଭେନ
ଲଣ୍ଡନ: ୨୩ ଜୁଲାଇରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ପାଇଁ ଇଂଲଣ୍ଡ ପ୍ଲେଇଂ ୧୧ ଘୋଷଣା କରିଛି। ଇଂଲଣ୍ଡ ସୋଏବ ବଶିରଙ୍କ ସ୍ଥାନରେ ଲିଆମ ଡସନ୍ଙ୍କୁ ସୁଯୋଗ ଦେଇଛି। ଡସନ୍ ୧୦୨ ଟେଷ୍ଟ ପରେ ଦଳକୁ ଫେରିଛନ୍ତି। ସେ ୨୦୧୭ ପରଠାରୁ ଇଂଲଣ୍ଡ!-->…
Read More...
Read More...