ଭୂକମ୍ପରେ ଥରିଲା ଆମେରିକା
ୱାଶିଂଟନ: ଆମେରିକାରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଯାଇଛି। ବୁଧବାର ଦିନ ଆମେରିକାର ଆଲାସ୍କା ରାଜ୍ୟର ଉପକୂଳରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ଯାହା ପ୍ରଭାବରେ ଆମେରିକା ଥରହର ହୋଇ ପଡ଼ିଥିଲା। ଯାହା ପରେ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରୁ ସୁନାମୀ!-->…
Read More...
Read More...