ସାନ ଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ମୃତ୍ୟୁ
ଗୋଲାମୁଣ୍ଡା :କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହଲିଙ୍ଗ ଗ୍ରାମ ଠାରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି । ଜମିବାଡି ବିବାଦକୁ ନେଇ ସାନ ଭାଇ ବଡ ଭାଇକୁ ଟାଙ୍ଗିଆ ଚୋଟ ମାରିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ମହାଲିଙ୍ଗ ଗ୍ରାମର ଗୋକୁଳ କେତକୀ(!-->…
Read More...
Read More...