ଲଗାଣ ବର୍ଷାରେ ଭୁଶୁଡ଼ିଲା ଘରକାନ୍ଥ, ମହିଳା ଗୁରୁତର
ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଲଗାଣ ବର୍ଷାରେ ବଲଣ୍ଡା ପଞ୍ଚାୟତ ଇନ୍ଦ୍ରଣୀଝରଣ ଗ୍ରାମର ଛାମୁ ମୁଣ୍ଡାରୀ ଘରକାନ୍ଥ ଭୁଶୁଡ଼ିଛି। ଏହି ଘଟଣାରେ ତାଙ୍କ ସ୍ତ୍ରୀ ରାନ୍ଧା ମୁଣ୍ଡାରୀ ଙ୍କ ଜଙ୍ଘ ଭାଙ୍ଗି ତିନିଖଣ୍ଡ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ୧୨ ଦିନ ହେବ ଏଠାରେ ଲଗାଣ!-->…
Read More...
Read More...