କଂଗ୍ରେସ ଏସସି ସେଲ ରାଜ୍ୟ ଉପସଭାପତି ହେଲେ ଚିତ୍ତରଞ୍ଜନ ନିଆଲ
ଧର୍ମଗଡ଼:-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଚିକିଲି ଗ୍ରାମର ଚିତ୍ତରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।!-->…
Read More...
Read More...