ପୁତୁରା ଟାଙ୍ଗିଆ ଚୋଟରେ ମଉସାର ପ୍ରାଣ ଗଲା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁରେ ଆଜି ଘଟିଛି ଏକ ନାରକୀୟ ହତ୍ୟାକାଣ୍ଡ । ସମ୍ପର୍କୀୟ ପୁତୁରାର ଟାଂଗିଆ ଚୋଟରେ ମଉସାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ମୁତାବକ , ବୁଗୁଡା କଲୋନୀ ଗ୍ରାମର କବିର ପ୍ରଧାନ!-->…
Read More...
Read More...