Monthly Archives

April 2026

୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି

ଭୁବନେଶ୍ବର :ରାଜ୍ୟର ରାଜସ୍ବ ପ୍ରଶାସନକୁ ଆହୁରି ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ
Read More...

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ- ଇରାନ-ଆମେରିକା ଯୁଦ୍ଧ ବିରତି ପରେ ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୩,୬୫୦
Read More...

ବୈଭବ ବ୍ୟାଟିଂ ଦେଖି ପଠାନ୍ ଖୁସ୍, କହିଲେ ଆଉ ଅପେକ୍ଷା କରନି….

ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭରୁ ଗର୍ଜୁଛି ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ତାଙ୍କ ବ୍ୟାଟିଂ ଦେଖି କ୍ରିକେଟ ଜଗତର ବଡ ବଡ କିମ୍ବଦନ୍ତୀ ହେଉଛନ୍ତି ଫିଦା । ଗତକାଲି ମୁମ୍ବାଇ ବିପକ୍ଷ ମ୍ୟାଚରେ ମଧ୍ୟ ଚାଲିଥିଲା ତାଙ୍କର ବ୍ୟାଟ୍ । ଏହାକୁ ଦେଖି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର
Read More...

ରେପୋ ହାର ୫.୨୫ ପ୍ରତିଶତରେ ସ୍ଥିର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ଆଜି ରେପୋ ହାର ଉପରେ ନିଷ୍ପତ୍ତି ଘୋଷଣା କରିଛି। ଗଭର୍ଣ୍ଣର କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ହାର ହ୍ରାସ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଗଭର୍ଣ୍ଣର କହିଛନ୍ତି
Read More...

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ
Read More...