କ୍ରୀଡା ଜଗତ ଲଜ୍ଜିତ! ଦିଲ୍ଲୀର ଦୁଇ ଖେଳାଳି ନାମରେ ଦୁଷ୍କର୍ମ ଅଭିଯୋଗ
ନୂଆଦିଲ୍ଲୀ। ଦିଲ୍ଲୀ ଦଳର ଦୁଇ ଖେଳାଳି, ଯେଉଁମାନେ ୨୩ ବର୍ଷରୁ କମ୍ କ୍ରିକେଟ୍ ମ୍ୟାଚ୍ ପାଇଁ ପୁଡୁଚେରୀରେ ଥିଲେ, ସେମାନଙ୍କ ବିରୁଦ୍ଧରେ ପ୍ରାୟ ୧୫ ବର୍ଷ ବୟସର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏହି ଘଟଣା ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର!-->…
Read More...
Read More...