Yearly Archives

2026

ସୁନ୍ଦରଗଡରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ

ସୁନ୍ଦରଗଡ଼: ଗତକାଲି ଗୋମାଂସ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା। ପରସ୍ପର ଉପରେ ଭୀଷଣ ପଥରମାଡ଼ ହୋଇଥିବା ବେଳେ ଭିନ୍ନ ଗୋଷ୍ଠୀର ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ଦିଆଯାଇଥିଲା। ପଥରମାଡ଼ରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ
Read More...

ବିଜେଡି ନେତାଙ୍କ ଘରେ ଇଡି ରେଡ

ଆସିକା : ବିଜେଡି ନେତାଙ୍କ ଘରେ ଇଡି ରେଡ । ଗଞ୍ଜାମ ଜିଲ୍ଲା ଶେରଗଡ଼ର ବିଜେଡି ନେତା ହୃଷିକେଶ ପାଢିଙ୍କ ଘରେ ଇଡି ରେଡ କରିଛି । ଇଡିର ତିନିଜଣିଆ ଟିମ ଶେରଗଡ ବାଇପାସରେ ନିକଟରେ ଥିବା ଘର ଉପରେ ରେଡ୍ କରିଛି । ହୃଷୀକେଶ ଓ ତାଙ୍କ ପୁଅ ରହୁଥିବା ବ୍ରହ୍ମପୁର ଅମ୍ବିକାନଗର ବାସ ଭବନରେ ଆଜି
Read More...

ସରି ଆସୁଛି ଡେଡ୍ ଲାଇନ, ୮୯ ମାଓବାଦୀଙ୍କ ଆତ୍ମସମର୍ପଣ

କୋରକୁଣ୍ଡା: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଗୋଗୁଣ୍ଡା ଗାଁ ନକ୍ସଲ ମୁକ୍ତ ହେବା ଆଡ଼କୁ ଆଗକୁ ବଢ଼ୁଛି। ଏହି ଗାଁରୁ ନକ୍ସଲ ସଂଗଠନ ସଙ୍ଗମ ଦଳର ପ୍ରାୟ ୨୯ ଜଣ ସଦସ୍ୟ ଗତକାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅପହଞ୍ଚ ଅଞ୍ଚଳରେ
Read More...

ଆସୁଛି ମୁମ୍ବଇ ପୌର ନିର୍ବାଚନ ଫଳାଫଳ: ଜାଣନ୍ତୁ କାହା ସପକ୍ଷରେ ଯାଉଛି ଜନମତ

ମୁମ୍ବଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମର ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ। ସକାଳ ପ୍ରାୟ ୧୦ଟାରେ ଗଣନା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭୋଟ ଗଣତିରେ ୫୫୧ସିଟରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରତ୍ୟେକ ନଗର ନିଗମରେ କିଏ ବିଜୟୀ ହୋଇଛି ତାହା ସ୍ପଷ୍ଟ
Read More...

ଆନନ୍ଦବଜାରରେ ମୋବାଇଲ ଫୋନରେ କଥା ହେବା ଘଟଣା, ରୁଜୁ ହେଲା ମାମଲା

ପୁରୀ- ଶ୍ରୀମନ୍ଦିର ଆନନ୍ଦବଜାରରେ ମୋବାଇଲ ଫୋନ୍ ରେ କଥା ହେବା ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ମୋବାଇଲ ଫୋନ୍ ରେ କଥା ହେଉଥିବା ବ୍ୟକ୍ତି ଜଣକ ନାଁ ରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ସମ୍ପୃକ୍ତ ବ୍ୟକ୍ତିର ମୋବାଇଲ ଫୋନ୍
Read More...

ବିଜେଡିରୁ ୨ ବିଧାୟକ ନିଲମ୍ବିତ

ଭୁବନେଶ୍ବର- ରାଜ୍ୟ ରାଜନୀତିରେ ହଟଚମଟ । ବଡ ଆକ୍ସନ ନେଲା ବିଜେଡି । ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ । ବିଜେଡି ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ
Read More...

ପୁଣି ବଡ ପରଦାରେ ଧମାକା କରିବେ ଅଲ୍ଲୁ ଅର୍ଜୁନ

ମୁମ୍ୱାଇ: 'ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ମକର ସଂକ୍ରାନ୍ତିରେ ଅଭିନେତାଙ୍କ ନୂଆ ଫିଲ୍ମ ''AA 23'' ଘୋଷଣା ହୋଇଛି । ଯାହାର ନିର୍ଦ୍ଦେଶନା ଦେବେ ନିର୍ଦ୍ଦଶଖ ଲୋକେଶ କନାଗରାଜ । ତେବେ  ଜାନୁଆରୀ ୧୪ ରେ, ମୈଥ୍ରୀ ମୁଭି ମେକର୍ସ ସେମାନଙ୍କର
Read More...

ଇରାନରେ ଫସିଛନ୍ତି ୧୦ହଜାର ଭାରତୀୟ

ନୂଆଦିଲ୍ଲୀ- ଇରାନରେ ବର୍ତ୍ତମାନ ପରିସ୍ଥିତି ମଧ୍ୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଚିନ୍ତା ବଢିଛି । ରିପୋର୍ଟ ଅନୁଯାୟୀ ପ୍ରାୟ ୧୦ହଜାରରୁ ୧୨ହଜାର ଭାରତୀୟ ବଂଶୋଦ୍ଭବ ଲୋକ ବର୍ତ୍ତମାନ ଇରାନରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି । ବିଶେଷ କରି
Read More...

 ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର: ୨ ଦିନ ଉପାସରେ ରଖିବା ପରେ ସ୍ବାଭାବିକ ହୋଇଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଧାଡ଼ି ଦର୍ଶନ ଚାଲିଥିବା ଜଣାପଡ଼ିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା 7ଜଣଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ନିକଟରେ ଏଭଳି ହୃଦୟା ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା କାରଟି
Read More...