୩୭ତମ ଟେଷ୍ଟ ଶତକ ମାରିଲେ ଷ୍ଟିଭ୍ ସ୍ମିଥ୍ , ବହୁ ରେକର୍ଡର ଅଧିକାରୀ ହେଲେ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳର କାର୍ଯ୍ୟକାରୀ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଆଶେସ୍ ସିରିଜର ପଞ୍ଚମ ଏବଂ ଶେଷ ଟେଷ୍ଟର ତୃତୀୟ ଦିନରେ ଏକ ଚମତ୍କାର ଶତକ ମାରିଛନ୍ତି। ଫେବୃଆରୀ 2025 ପରଠାରୁ ଏହା 13 ଇନିଂସରେ ତାଙ୍କର ପ୍ରଥମ ଶତକ ଥିଲା। ଏହା ତାଙ୍କର 37ତମ ଟେଷ୍ଟ ଶତକ ଏବଂ ଆଶେସରେ ତାଙ୍କର 13ତମ!-->…
Read More...
Read More...