୧୫୦ କିଲୋ ବିସ୍ଫୋରକ ଜବତ, ୨ ଗିରଫ
ଜୟପୁର : ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ରାଜସ୍ଥାନ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫୦ କିଲୋ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ଦୁଇ ବ୍ୟକ୍ତି ରାଜସ୍ଥାନର ବୁନ୍ଦି ଜିଲାର ସୁରେନ୍ଦ୍ର ପଟୱା ଓ ସୁରେନ୍ଦ୍ର ମୋଚୀ ବୋଲି ଜଣାପଡ଼ିଛି। ଡିଏସପି ମୃତ୍ୟୁଞ୍ଜୟ!-->…
Read More...
Read More...