୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଶ୍ମଶାନ ଯାତ୍ରୀ ବିଶ୍ରାମ ଘର

0 439

ବୌଦ୍ଧ/ଜହ୍ନାପଙ୍କ,୧୧/୫- ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଓଲଣ୍ଡା ସାଲୁଙ୍କି ନଦୀକୂଳରେ ୨୦୧୯ ମସିହାରେ ସ୍ମଶାନ ଘାଟକୁ ଶବଦ ।ହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମଗାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘର କେଉଁ ଅନୁଦାନ ଓ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସୂଚନା ଫଳକ ଲଗାଯାଇନଥିବାରୁ ଲୋକଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଇଛି । କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶ୍ରାମଗାର ସଂପୂର୍ଣ୍ଣ ହୋଇନଥିବାରୁ ଶ୍ମଶାନକୁ ଆସୁଥିବା ଲୋକମାନେ ଖରା, ବର୍ଷା, ଶୀତରେ ଅପେକ୍ଷା କରିବାକୁ ପଡୁଛି । ତୁରନ୍ତ ଏହି ବିଶ୍ରାମଗାର ସଂପୂର୍ଣ୍ଣ କରିବା ସହିତ ସୂଚନା ଫଳକ ଲଗାଇବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × two =