୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, ବଢାଇପାରନ୍ତି ଲକଡାଉନ ଅବଧି

0 152

ଭୁବନେଶ୍ୱର : ଆଜି ଅପରାହ୍ନ ୧.୪୫ରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରେସମିଟ କରିବେ । ଏହି ଅବସରରେ ରାଜ୍ୟରେ ବଢିଚାଲିଥିବା କରୋନାକୁ ରୋକ୍ ଲଗାଇବା ପାଇଁ କେତେକ ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡୁଛି । ଆସନ୍ତାକାଲି ସକାଳ ୬ଟାରୁ ଲକଡାଉନ ଅବଧି ଶେଷ ହେଉଛି । ଲକଡାଉନ ଅବଧି ବଢାଇବା ସହ ଗ୍ରାମାଞ୍ଚଳ ଉପରେ ଅଧିକ ଫକୋସ ଦେବାକୁ କିଛି ବଡ ଘୋଷଣା କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × 1 =