କୋଭିଡ୍‌ ଆକ୍ରାନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

0 4,705

ବୌଦ୍ଧ,୨/୬- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସହକାରୀ ବ୍ରାଞ୍ଚ ମେନେଜର୍‌ ଗିରିଶ ନାୟକ(୫୯)ଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମସ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ସାରା ଜୀବନ ଅବିବାହିତ ରହିଥିଲେ । ତାଙ୍କର ବିୟୋଗରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ନିଜ ଘର ମନମୁଣ୍ଡା ( ବାସୁଦେବପାଲି ) ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

20 − twenty =