ପିଲାବେଳର ବାନ୍ଧବୀଙ୍କୁ ବିବାହ କଲେ ଗୁଡୁ

0 383

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟ ଅଭିନେତା ଗୁଡ଼ୁ ତାଙ୍କ ପିଲାବେଳର ବାନ୍ଧବୀ ମାମାଙ୍କୁ ବିବାହ କରିଛନ୍ତି । ଆମ୍‌ଫୋଇ ମାଧ୍ୟମରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି । ଓଡ଼ିଆ ଦର୍ଶକଙ୍କ ହୃଦୟରେ ହାସ୍ୟ ଅଭିନେତା ହିସାବରେ ରାଜ୍‌ କରୁଥିବା ଗୁଡ଼ୁ ଆଉ କାହାର ହୃଦୟରେ ଆଜିଠୁ ରାଜ୍‌ କରିବେ । ହାତକୁ ଦି ହାତ ହୋଇ ଆରମ୍ଭ କରିବେ ଜୀବନର ଦ୍ୱିତୀୟ ଇନିଂସ । ଏହି ଅବସରରେ ତାଙ୍କୁ ଓଲିଉଡ୍‌ କଳାକାରଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − nine =