ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 75 ତମ ଜନ୍ମଦିବସ ଉପଲକ୍ଷେ ସାମାଜିକ ସେବା କାର୍ଯ୍ୟକ୍ରମ

0 187

ଗଜପତି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗେରାବନ୍ଧ ବିଜୁ ଜନତା କାର୍ଯ୍ୟାଳୟ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ 75 ତମ ଜନ୍ମଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଗେରାବନ୍ଧ PHC ଠାରେ ବିଜୁ ଯୁବ ଜନତା ଦଳ ଏସ ଲିଙ୍ଗରାଜଙ୍କ ତତ୍ୱାବଧାନରେ ଏକ ସଫେଇ କାର୍ଯ୍ୟକ୍ରମ, ଫଳ ଓ ପାଉଁରୁଟି ରୋଗୀଙ୍କୁ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକର ବିଜେଡି ସଭାପତି, ସଂସଦ ପ୍ରତିନିଧିଙ୍କ ସମେତ ବହୁ ବିଜେଡି କର୍ମୀ,ନେତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

hiranchal ad1
Leave A Reply

Your email address will not be published.

sixteen − five =