ଗଜପତି କଂଗ୍ରେସ କାର୍ଯ୍ୟାଳୟରେ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

0 205

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁଙ୍କ ଶ୍ର।ଦ୍ଧ ଦିବସ ପାଳିତ ହୋଇଯାଇଛି।ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ଥିଲେ ।ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନେହେରୁଙ୍କର ଜୀବନୀ ଓ ତାଙ୍କ ଶାସନ ସମୟର ବିଭିନ୍ନ ସଫଳତା ବିଷୟରେ ଆଲୋଚନା କରିଥିଲେ। ସମସ୍ତ କର୍ମୀ ତାଙ୍କ କର୍ମରେ ଅନୁପ୍ରାଣିତ ହୋଇ କର୍ମ କରିବା ଆବଶ୍ୟକ ବୋଲି ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସାମାଜିକ ଦୂରତାରକ୍ଷା କରାଯାଇଥିଲା ପୂର୍ବତନ କାଉନସିଲର ଵିଷ୍ଣୁ ପାଢ଼ୀ, କୁନା ମାଝୀ ବାବୁଲି ସାହୁ ଯୋଗ ଦେଇଥିଲେ।

hiranchal ad1
Leave A Reply

Your email address will not be published.

20 − fourteen =